Latest Odisha News

BREAKING NEWS

Browsing Tag

SC

ଅଯୋଧ୍ୟା ମାମଲା: ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ନବୀନ ଓ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ଶୁଣାଣି ଶନିବାର ଦିନ ପ୍ରକାଶ ପାଇବ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଚୂଡାନ୍ତ…

ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ତଥା ମେଘନାଦ ପାଚେରୀରୁ ପ୍ରାୟ ୭୫ମି. ଯାଏଁ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଦାଏର ୨ଟି ମାମଲାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଖାରଜ କରିଛନ୍ତି । ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓକିଲ ଶ୍ୱେତକେନ୍ଦୁ ମିଶ୍ରଙ୍କ ଗଣମାଧ୍ୟମକୁ ସୂଚନା…

ସିଜିଆଇଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ: ଷଡଯନ୍ତ୍ରର ପ୍ରମାଣ ଦାଖଲ କଲେ ଆଇନଜୀବୀ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ମାମଲା ଏକ ଷଡଯନ୍ତ୍ର ବୋଲି ଦର୍ଶାଇଥିବା ଆଇନଜୀବୀ ଉତ୍ସବ ବେଂସ ସୁପ୍ରିମକୋର୍ଟଙ୍କ ନିକଟରେ ବୁଧବାର ଦିନ ଏକ ସିଲ୍ ହୋଇଥିବା ଲଫାଫାରେ ସମ୍ପୂର୍ଣ୍ଣ ପ୍ରମାଣ ଦାଖଲ କରିଛନ୍ତି । ଜଣେ ମହିଳା…

‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାରା ଦେଶରେ ନିର୍ବାଚନ ମାହୋଲ ଜାରି ରହିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ରାଜନୈତିକ ଦଳମାନଙ୍କର ପାଣ୍ଠିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣୂ ରାୟ ଦେଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି, ‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ । ମାତ୍ର ଆସନ୍ତା ମେ…