Latest Odisha News

BREAKING NEWS

Browsing Tag

Shah Rukh Khan

‘ଜବାନ୍’ ସିନେମାର ସଫଳତା ପାଇଁ ପ୍ରାର୍ଥନା: ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଲେ ସାହାରୁଖ୍ ଖାନ୍

ଭୁବନେଶ୍ୱର: ବଲିଉଡ୍ ବାଦ୍ସା ଶାହାରୁଖ୍ ଖାନ୍ ନିଜର ଆଗାମୀ ଚଳଚିତ୍ର ‘ଜବାନ’ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ରିଲିଜ ଅପେକ୍ଷାରେ ଥିବା ‘ଜବାନ’ ସିନେମାର ସଫଳତା ପାଇଁ ଶାହାରୁଖ୍ ସମ୍ପୁର୍ଣ୍ଣ ଉଦ୍ୟମ ଜାରି ରଖିଛନ୍ତି । ପ୍ରମୋସନ ପାଇଁ ଭିନ୍ନ ଭିନ୍ନ ମନ୍ଦିର ଯାଇ ସିନେମାର ସଫଳତା ପାଇଁ…

ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ କୁ ନେଇ ତାପସୀ ପନ୍ନୁ କଲେ ବଡ଼ ଖୁଲାସା

ମୁମ୍ବାଇ: ଆଜିକାଲି ଲାଇମଲାଇଟଠାରୁ ଦୂରରେ ଅଛନ୍ତି ତାପସୀ ପନ୍ନୁ। ଜଣେ ଦମଦାର ଅଭିନେତ୍ରୀ ଭାବେ ଜଣାଶୁଣା ତାପସୀ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କ୍ୱଚିତ୍ ଆଲୋଚନା କରନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ 'ଆସ୍କ ମି ଏନିଥିଂ ସେଶନ' କରିଥିଲେ। ବେଶ କିଛି ଦିନ ହେବ ବଲିଉଡ ତାରକା ତାପସି ପନ୍ନୁ…

ଶାହରୁଖ ଖାନଙ୍କୁ ଅଭିନୟ ଜଣାନାହିଁ କହି ଟ୍ରୋଲର ଶିକାର ହେଲେ ପାକିସ୍ତାନୀ ଅଭିନେତ୍ରୀ

ମୁମ୍ବାଇ: ଯଦି କୌଣସି ବ୍ୟକ୍ତିଙ୍କୁ ବଲିଉଡ଼ର ସର୍ବୋତ୍ତମ ଏବଂ ପ୍ରିୟ ଅଭିନେତାଙ୍କ ନାମ ସମ୍ପର୍କରେ ପଚାରନ୍ତି, ତେବେ ଦେଶର ଅଧିକାଂଶ ଲୋକଙ୍କ ତାଲିକାରେ ଶାହରୁଖ ଖାନଙ୍କ ନାମ ରହିବ। ତାଙ୍କର କ୍ରେଜ୍ କେବଳ ଯେ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ରହିଛି। ଲୋକେ ତାଙ୍କର ଗୋଟିଏ ଝଲକ…

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ଶାହରୁଖଙ୍କ ‘ପଠାନ’

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି । ୪ ବର୍ଷ ପରେ ଶାହରୁଖ ବିଗ୍ ସ୍କ୍ରିନକୁ ଫେରୁଥିବା ବେଳେ ନୂଆ ରେକର୍ଡ ସୃଷ୍ଟି କରିଛି ଫିଲ୍ମ ‘ପଠାନ’ । ଶାହରୁଖ ଫିଲ୍ମ ‘ପଠାନ’ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ । ଯେଉଁଥି ପାଇଁ ଅନଲାଇନ୍ ଟିକେଟ୍ ବୁକିଂ…

ଶାହରୁଖଙ୍କ ଘର ପାର୍ଟିରେ ରାତି ୩ଟାରେ ଖାଦ୍ୟ ପରସା ଯାଏ

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ହିନ୍ଦୀ ସିନେମାକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଆସିଛନ୍ତି। କିନ୍ତୁ ସେ ନିଜ ଘରେ ଯେପରି ପାର୍ଟି ରଖନ୍ତି ସେନେଇ ସର୍ବଦା ଚର୍ଚ୍ଚାରେ ରହନ୍ତି। ବାଦଶାହଙ୍କ ଘରେ ବହୁତ ଗ୍ରାଣ୍ଡରେ ଯେକୌଣସି ପାର୍ଟି ସେଲିବ୍ରେଶନ କରାଯାଏ ଏବଂ ସେ ବହୁତ ଅଭିନେତା,…

୫୬ ବର୍ଷ ବୟସରେ ଶାହରୁଖଙ୍କ ସାର୍ଟଲେସ୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ ଗତ କିଛି ଦିନ ହେବ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଯବାନ' କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ସେ ଫିଲ୍ମ 'ପଠାନ'କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲୁକ୍ ସେୟାର କରିଛନ୍ତି, ଯାହାକୁ ଦେଖି ଶାହରୁଖଙ୍କ ଫ୍ୟାନ୍ସ ତାଜୁବ…

କିଙ୍ଗଖାନ୍ ଶାହରୁଖ ଆଣୁଛନ୍ତି ନିଜର ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହରୁଖ ଖାନ୍ ଆଗାମୀ ଦିନରେ ଫିଲ୍ମ ପଠାନ୍‌ରେ ଦର୍ଶକଙ୍କୁ ଦେଖାଦେବେ । ହେଲେ ତା' ପୂର୍ବରୁ ସେ ନିଜର ଅଗଣିତ ଫ୍ୟାନମାନଙ୍କୁ ଆଉ ଏକ ସରପ୍ରାଇଜ୍ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶାହରୁଖ ନିଜର ଓଟିଟି ପ୍ଲାଟଫର୍ମ ଆଣୁଥିବା ନେଇ ଘୋଷଣା କରିଛନ୍ତି ।…

ଭାଙ୍ଗିଲା ୨୦ ବର୍ଷର ପରମ୍ପରା, ଜନ୍ମଦିନରେ ଫ୍ୟାନଙ୍କୁ ମନ୍ନତ ବାହାରେ ଦେଖା ଦେଲେନି କିଙ୍ଗ ଖାନ୍

ମୁମ୍ବାଇ : ଜନ୍ମଦିନରେ ପ୍ରଶଂସକଙ୍କୁ ଦେଖା ଦେଲେନି ବଲିଉଡ୍ ବାଦଶାହା ଶାହାରୁଖ୍ ଖାନ । ନଭେମ୍ବର ୨ ତାରିଖ ଶାହାରୁଖ ଖାନଙ୍କ ବର୍ଥ ଡେ' ଥିଲ।। ଏହି ବର୍ଷ ୫୬ ବର୍ଷ ବୟସରେ ପାଦଦେଇଛନ୍ତି ଶାହାରୁଖ ଖାନ । ଜନ୍ମଦିନରେ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ ମାନଙ୍କ ଭିଡ ଜମେ । ଆଉ ଫ୍ୟାନ୍ ମାନଙ୍କ…

ପୁଅ ଆର୍ୟନ ସହ ୨ ମିନିଟ କଥା ହେଲେ ଶାହାରୁଖ

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟି ଓ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ । ତାଙ୍କୁ ଆଜି ଯାଏ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ । ଆଜି ପୁଅ ସହ କଥା ହୋଇଛନ୍ତି ଶାହାରୁଖ ଖାନ୍ । ଆର୍ୟନ ସହ ସେ ଦୁଇ ମିନିଟ କଥା ହୋଇଥିବା ସୂଚନା ମିଳିଛି…

ଆର୍ୟନ ଗିରଫ ପରେ ଶାହାରୁଖଙ୍କୁ ଭେଟିବାକୁ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟିରେ ସାମିଲ ଅଭିଯୋଗରେ ଗିରଫ ହୋଇଛନ୍ତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ତାଙ୍କୁ ଦିନିକିଆ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଆଜି ଯାଏ ତାଙ୍କୁ ରିମାଣ୍ଡରେ ନେଇଛି ଏନସିବି । ଗତକାଲି ଆର୍ୟନ ଗିରଫ…