Latest Odisha News
Browsing Tag

Student

ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର : ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ।ଏହି ଘଟଣାର ତଦନ୍ତ କରୁଛି ପୋଲିସ । ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ…

ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଲାଗି ଏନ୍‌ସିଇଆର୍‌ଟିର ପ୍ରସ୍ତାବ

ନୂଆଦିଲ୍ଲୀ : ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଲାଗି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ପ୍ରସ୍ତାବ ରଖିଛି। ୯ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ ୮ଟି ସେମିଷ୍ଟର ବା ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ।…

ଚତୁର୍ଥ ଶ୍ରେଣୀ ଛାତ୍ରକୁ ପିଟିପିଟି ଛାତରୁ ଫୋପାଡ଼ିଦେଲା ଶିକ୍ଷକ

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍କୁଲରୁ ଆସିଛି ସଇତାନ ଶିକ୍ଷକଙ୍କ ନୃଶଂସତା । ଛାତ୍ରକୁ ପିଟି ପିଟି ମନ ବୁଝିଲାନି ଯେ ଛାତରୁ ତଳକୁ ଫୋଡ଼ିଦେଲେ ଶିକ୍ଷକ  । ଆଉ ଶେଷରେ ଛାତ୍ରଙ୍କ ଜୀବନ ନେଇଗଲେ ଶିକ୍ଷକ । ଏଭଳି ଘଟଣା କର୍ଣ୍ଣାଟକର ଗଡାଗ ଜିଲ୍ଲା ହାଡଲିନ ଗ୍ରାମର ମଡେଲ ହାୟର ପ୍ରାଇମେରୀ…

ଓଲଟିଲା ପିକ୍‌ନିକ୍‌ ବସ୍‌,୨ ଛାତ୍ର ମୃତ

ମୁମ୍ବାଇ : ଛାତ୍ରଙ୍କ ଜୀବନ ନେଲା ପିକନିକ୍‌ । ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଓଲଟିଲା ପିକ୍‌ନିକ୍‌ ବସ୍‌ । ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୭ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଖୋପୋଲି ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ପିକ୍‌ନିକ୍ ବସ୍ଟି…

ରାଗିଂରୁ ବଞ୍ଚିବା ପାଇଁ ୨ ମହଲା ତଳକୁ ଡେଇଁ ଛାତ୍ର ଗୁରୁତର

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ । ରାଗିଂରୁ ବଞ୍ଚିବା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ । ଭୟରେ ୨ ମହଲା ତଳକୁ ଡେଇଁପଡ଼ିଲେ ଛାତ୍ର । ତେବେ ଏଭଳି ଘଟଣା ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ଘଟିଛି । ଏହି ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା  ।…

ବିଦ୍ୟାଳୟକୁ ଆସୁନି ଚାଉଳ, ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଛାତ୍ରଛାତ୍ରୀ

ଯାଜପୁର : ବିଦ୍ୟାଳୟରେ ଦୀର୍ଘଦିନ ଧରି ବନ୍ଦ ରହିଛି ମଧ୍ୟାହ୍ନ ଭୋଜନ । ଉପାସରେ ଘରକୁ ଫେରୁଛନ୍ତି ଛାତ୍ର ଛାତ୍ରୀ । ବିଂଝାରପୁର ବ୍ଲକର ବିଦ୍ୟାଳୟକୁ ଦୀର୍ଘଦିନ ହେଲା ଚାଉଳ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ହେଉନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ର ଛାତ୍ରୀ ଘରକୁ…

ଶିକ୍ଷକ ନିଯୁକ୍ତି ଓ ବିଜ୍ଞାନ ଶିକ୍ଷକଙ୍କ ବଦଳି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର : ମହାବିରୋଡ଼ ଜନପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଶିକ୍ଷକ ନିଯୁକ୍ତି ଏବଂ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀ ପାଇଁ…

ନିର୍ଦ୍ଦିଷ୍ଟ ଧର୍ମର ସ୍ଲୋଗାନ ଉଚ୍ଚାରଣ କରାଇବା ପାଇଁ ଯୁବକଙ୍କୁ ନିସ୍ତୁକ ମାଡ଼

ହାଇଦ୍ରାବାଦ : ହଷ୍ଟେଲରେ ରହୁଥିବା ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ । ସୋଶିଆଲ ମିଡିଆାରେ ଭିଡିଓ ଭାଇରାଲ । ଛାତ୍ର ଜଣକ ହେଲେ ଆଇସିଏଫଏଆଇ(ICFAI) ଫାଉଣ୍ଡେସନର ତୃତୀୟ ବର୍ଷ ଛାତ୍ର  । ତାଙ୍କ ନାଁ ହେଉଛି ହିମାଙ୍କ ବଂଶଲ । ଏହି ଦୃଶ୍ୟରେ ହିମାଙ୍କକୁ ତଳେ ପକାଇ କେତେକ ଛାତ୍ର ଗୋଇଠା ବିଧା…

ଜଣେ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ନୂଆପଡ଼ା: ଶିକ୍ଷକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଏକାଠି ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଡ଼ମଝର ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ବିବାଦ ଦେଖା ଦେଇଛି । ଯାହାକୁ ନେଇ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…