Latest Odisha News

BREAKING NEWS

Browsing Tag

Successful Farmer

ଚାଷ ଦେଲା ରୋଜଗାର; ୫୦ ଟଙ୍କା ରୋଜଗାରରୁ ୫୦ ଲକ୍ଷର ମାଲିକ ବାସୁଦେବ

କାମାକ୍ଷାନଗର: କଠିନ ପରିଶ୍ରମ, ଇଚ୍ଛାଶକ୍ତି ଓ ମନୋବଳ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଥାଏ । ଆଉ ଯାହାକୁ କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାଲିପଶି ଗାଁର ଚାଷୀ ବାସୁଦେବ । ମାଟ୍ରିକ ଫେଲ୍ ବାସୁଦେବ ଏବେ ଜଣେ ସଫଳ ଚାଷୀ । ଦୁଃଖ ଦୁର୍ଦ୍ଦଶାରେ କିଶୋର ଅବସ୍ଥା…

ବରଗଡର ସଫଳ ଚାଷୀ ରାମକୃଷ୍ଣ ସାହୁ ….କଣ ତାଙ୍କ ସଫଳତାର ରହସ୍ୟ, ଆସନ୍ତୁ ଜାଣିବା

ବରଗଡ: ସୋହେଲା ବ୍ଲକ ଘୁମୁନିପାଲି ଗାଁର ରାମକୃଷ୍ଣ ସାହୁ । ପରିବାର କହିଲେ ବାପା, ମା, ସ୍ତ୍ରୀ ଏବଂ ଗୋଟେ ଝିଅ । ବାପା ତାଙ୍କର ଚାଷ କାମ କରି ପରିବାର ଚଳାଉଥିଲେ । ରାମକୃଷ୍ଣ ନବମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ସହରକୁ ବାହାରକୁ ଯାଇ ଏକ ବେସରକାରୀ ସଂସ୍ଥାରେ ଦୀର୍ଘ ୭ ବର୍ଷ କାଳ…

ପଢନ୍ତୁ ବରଗଡର ବିଲମାଳରୁ ସୁଧୀରଙ୍କ ସଫଳତାର କାହାଣୀ

ବରଗଡ : ସଠିକ ସୂଚନାର ଅଭାବ ଓ ପରାମର୍ଶ ଅଭାବରୁ ଚାଷ କାମରେ ଅନେକ କ୍ଷତିର ସମ୍ମୁଖୀନ ହେଉଥିଲେ ଭଟଲି ବ୍ଲକ ଡୁମାଲପାଲି ଗାଁର ଚାଷୀ ସୁଧୀର ସାହୁ । କିନ୍ତୁ ହଠାତ୍ ଚମତ୍କାର ହେଲା ତାଙ୍କ କ୍ଷେତ୍ରରେ । ଚାଷ କାମରେ ଉପୁଜୁଥିବା ସମସ୍ୟାର ସମାଧାନ ହେଲା, ବେଶ୍ ଦୁଇ ପଇସା ରୋଜଗାର ବି ହେଲା ।…

ଡିଜିଟାଲ ପରାମର୍ଶ ବଦଳାଇଲା ଅନୁଗୁଳର ଚାଷୀ ସରୋଜଙ୍କ ଭାଗ୍ୟ ଜାଣନ୍ତୁ କେମିତି?

ଅନୁଗୁଳ : ସଠିକ ସୂଚନାର ଅଭାବ ଓ ପରାମର୍ଶ ଅଭାବରୁ ଚାଷ କାମରେ ଅନେକ କ୍ଷତିର ସମ୍ମୁଖୀନ ହେଉଥିଲେ ଅନୁଗୁଳ ଆଠମଲ୍ଲିକ ବ୍ଲକ ପାତ୍ରପଡା ଗାଁର ଚାଷୀ ସରୋଜ କୁମାର ପାତ୍ର । କିନ୍ତୁ ହଠାତ୍ ଚମତ୍କାର ହେଲା ଭଳି କିଛି ହେଲା ତାଙ୍କ କ୍ଷେତ୍ରରେ ଯାହା ତାଙ୍କ ସମସ୍ୟାର ସମାଧାନ ଆଣିଦେଲା । ଆଉ ଏବେ…

ପଢୁଆ ବିଶ୍ୱଜିତଙ୍କ ଲଢୁଆ କାହାଣୀ

ଅନୁଗୁଳ: ତାଳଚେର କଙ୍କେଲି ଗାଁର ୧୮ ବର୍ଷୀୟ ବିଶ୍ଵଜିତ ପ୍ରଧାନ । ଗ୍ରାଜୁଏସନ ପ୍ରଥମ ବର୍ଷର ଛାତ୍ର । ପରିବାର କହିଲେ ମାଆ ରେବତୀ ଓ ଦଶମ ଶ୍ରେଣୀରେ ପଢୁଥିବା ସାନ ଭାଇ । ବିଶ୍ୱଜିତଙ୍କ ବାପା ଜଣେ ନାମକରା ଚାଷୀ ଥିଲେ । କିନ୍ତୁ ୨୦୧୬ରେ ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ହେଲା । ହଠାତ୍…

ନବୀନ: ଜଣେ ହାରି ନ ଥିବା ଚାଷୀର ନାଁ

ଭୁବନେଶ୍ୱର : ଦିନ ଥିଲା, ଚାଷ ସିନା କରୁଥିଲେ କିନ୍ତୁ ସଫଳ ଚାଷୀ ହୋଇପାରି ନ ଥିଲେ । ଧାନ କେଣ୍ଡା ବିଲରେ ହସିଲା ବେଳକୁ ରୋଗ ପୋକ ଦାଉ ସାଜୁଥିଲା । କେତେବେଳେ ପତ୍ର ମୋଡା ରୋଗ ତ କେତେବେଳେ କାଣ୍ଡବିନ୍ଧା । ଏମିତିକି ସେଥିରେ କି ସାର ପ୍ରୟୋଗ କରିବେ ସେ ନେଇ ମଧ୍ୟ ଧାରଣା ନ ଥିଲା । କିନ୍ତୁ…