Latest Odisha News

BREAKING NEWS

Browsing Tag

Sushant Singh Rajput

ମାନସିକ ବିଷାଦ, ଆମେ ଓ ସୁଶାନ୍ତ ରାଜପୁତ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ପାର୍ଥ ବୋଲି ମୋର ସାନ ଭାଇଟେ ଅଛି । ଗଲାବର୍ଷ ଆମେ ହାଇଦ୍ରାବାଦ ଯାଇଥାଉ । ସେ ଯେଉଁ ବିଶ୍ୱବିଦ୍ୟାଳୟରେ ପଢୁଥିଲା, ସେ ବିଶ୍ୱବିଦ୍ୟାଳୟ ବୁଲିବାକୁ ଗଲୁ । ବୁଲୁଥିବା ବେଳେ ଅଚାନକ ମୁଁ ୨୦୧୭ ମସିହାରେ ଯେଉଁ ମାନସିକ…

ସୁଶାନ୍ତଙ୍କ ଫ୍ୟାନ୍ କଲେ ଆତ୍ମହତ୍ୟା; ଜାଣନ୍ତୁ, ସୁଇସାଇଡ୍ ନୋଟ୍‌ରେ କ’ଣ ଲେଖିଲେ !

ନୂଆଦିଲ୍ଲୀ: ନିଜର ପ୍ରିୟ ଷ୍ଟାର ସୁଶାନ୍ତ ରାଜପୁତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ତାଙ୍କ ଭଳି ଉତ୍ତର ପ୍ରଦେଶରେ ଆତ୍ମହତ୍ୟା କରିଛନ୍ତି ଜଣେ କିଶୋର । ମିଳିଥିବା ସୂଚନାନୁଯାୟୀ, ଦଶମ ଶ୍ରେଣୀର ଜଣେ ଛାତ୍ର ଯିଏକି ସୁଶାନ୍ତଙ୍କ ବହୁତ ବଡ଼ ଫ୍ୟାନ ଥିଲେ ସେ ସୁଶାନ୍ତଙ୍କ ବିୟୋଗ ଖବର ଶୁଣି ଅତି…

ସୁଶାନ୍ତ ରାଜପୁତଙ୍କ ବିୟୋଗରେ ମିଥୁନ୍ ଦା’ ପାଳିଲେନି ଆଜି ଜନ୍ମଦିନ…

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଷ୍ଟାର୍ ମିଥୁନ୍ ଚକ୍ରବର୍ତ୍ତି ଆଜି ତାଙ୍କର ଜନ୍ମ ଦିନ ପାଳନ କରିନାହାନ୍ତି । ବଲିଉଡରେ ‘ଦାଦା’ ବା ‘ମିଥୁନ୍ ଦା’ ଭାବେ ପରିଚିତ ଥିବା ଏହି ମେଗାଷ୍ଟାର୍ ସବୁବର୍ଷ ଖୁବ୍ ଜାକଜମକରେ ନିଜର ଜନ୍ମଦିନକୁ ପାଳନ କରିଥାଆନ୍ତି । ଆଜି ମଧ୍ୟ ଏହି ଜନ୍ମଦିନଟିକୁ କରୋନା…

ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ; ଫୋରେନସିକ୍ ଟିମ୍ କରିବ ଅଧିକ ଯାଞ୍ଚ !

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଲାଗି ତାଙ୍କ ପରିବାର ପକ୍ଷରୁ ଅଧିକ ତଦନ୍ତ ଓ ଯାଞ୍ଚ କରାଯିବା ନେଇ ପୋଲିସ ନିକଟରେ ଦାବି କରିଥିଲେ । ସୁଶାନ୍ତ ଯେ ଆତ୍ମହତ୍ୟା କରିଥିବେ ଏଥିରେ ତାଙ୍କ ସାନ ଭଉଣୀ ସହଜରେ ଗ୍ରହଣ…

ପଞ୍ଚମହାଭୂତରେ ବିଲୀନ ହେଲେ ବଲିଉଡର ଶାନ୍ତଶିଷ୍ଟ ହିରୋ ସୁଶାନ୍ତ…

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ମୁମ୍ବାଇର ବିଲ୍ଲୋପାଲ୍ ସେବା ସମାଜ ଶ୍ମଶାନ ଘାଟରେ ହୋଇଛି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ସତ୍ତ୍ୱେ ଶ୍ମଶାନଘାଟରେ…

ଆତ୍ମହତ୍ୟା କ’ଣ ଏକମାତ୍ର ରାସ୍ତା ଥିଲା ?

ବାଲାଜୀ ଟେଲି ଫିଲ୍ମସ ବ୍ୟାନର ଓ ପ୍ରଯୋଜିକା ଏକତା କପୁରଙ୍କ  ‘ପବିତ୍ର ରିସ୍ତା’ ମେଗା-ସିରିଆଲରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ  ବିହାରୀ ବାବୁ ସୁଶାନ୍ତ ସିଂ ରାଜପୁତ...ସିରିଏଲଟି ବେଶ ଦର୍ଶକଙ୍କ ମନକୁ ଛୁଇଁଥିଲା...ପାଟନାର ଏହି  ପ୍ରତିଭାବାନ ଯୁବକ ଟିଭି ପରଦାରୁ ବାହାରି  ବଲିଉଡ୍‌ର…