ଚା’ ପିଇବା ପରେ ପାଣି ପଉଛନ୍ତି କି ?
ଚା’ ସମସ୍ତଙ୍କ ପସନ୍ଦ । ସକାଳେ କପେ ଚା’ ନପିଇଲେ ଦିନ କଟେନି। ଚା' ହେଉଛି ସବୁଠାରୁ ଲୋକପ୍ରିୟ ପାନୀୟ। ପ୍ରତ୍ୟେକ ଋତୁରେ ଚା' ପାଇଁ କ୍ରେଜ୍ ଦେଖିବାକୁ ମିଳିଥାଏ । ଅଫିସ୍ ହେଉ କିମ୍ବା ଘର, ଲୋକ ସବୁବେଳେ ଚା' ପିଇବା ଭଲ ପାଆନ୍ତି। କିଛି ଲୋକ ଦିନରେ ୮ ରୁ ୧୦ କପ୍ ଚା' ପିଅନ୍ତି ।କିନ୍ତୁ…