Latest Odisha News

BREAKING NEWS

Browsing Tag

Team India

ରୋହିତଙ୍କୁ ନ ଖେଳାଇବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଲା, ଏସବୁ କାରଣରୁ ହାରିଲା ପ୍ରଥମ ଟି-ଟ୍ୱେଣ୍ଟି

ଅହମ୍ମଦାବାଦ: ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ଚାରିଆଡୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଛି । ଟେଷ୍ଟ ସିରିଜ ଜିତିବା ପରେ କୋହଲି ବାହିନୀ ଟି-ଟ୍ୱେଣ୍ଟିରେ ଏମିତି ଖେଳିବ କେହି କେବେ ଭାବି ନଥିଲେ ।…

ଲଢ଼େଇ ହେବ ଜୋରଦାର: ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଟି-ଟ୍ୱେଣ୍ଟିର ଶ୍ରେଷ୍ଠ ଦୁଇଟି ଦଳ ମଧ୍ୟରେ ମୁକାବିଲା । ତେଣୁ ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଟେଷ୍ଟରେ ଇଂଲଣ୍ଡ ପରାସ୍ତ…

କାଲିଠୁ ଭାରତ-ଇଂଲଣ୍ଡ T-20 ସିରିଜ, କାହାର ପଲ୍ଲା କେତେ ଭାରି ?

ଅହମ୍ମଦାବାଦ: ଟେଷ୍ଟ ପରେ କାଲିଠୁ ମିଶନ ଟି-ଟ୍ୱେଣ୍ଟି । ଭାରତ-ଇଂଲଣ୍ଡ ଲଢ଼େଇ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଞ୍ଚ ଟିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଇୟନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଟେଷ୍ଟ ପରାଜୟର ବଦଲା ନେବା ଲକ୍ଷ୍ୟରେ ଖେଳିବ । ସେପଟେ ୩-୧ରେ ଟେଷ୍ଟ…

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । ୫୫୦ତମ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଏହି…

ଇଂଲଣ୍ଡ ବିପକ୍ଷ ଟି-୨୦ ପାଇଁ ଟିମ୍ ଇଣ୍ଡିଆରେ ନୂଆ ଚେହେରା, ଏମାନଙ୍କୁ ଏଣ୍ଟ୍ରି ଟିକେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୯ ଜଣିଆ ଟିମରେ ଚାରି ନୂଆ ଚେହେରାଙ୍କୁ ମିଳିଛି ସୁଯୋଗ । ଏମାନେ ହେଲେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷାନ ଓ ରାହୁଲ ତେଓ୍ୱାତିଆ । ଏମାନେ ସମସ୍ତେ ଗତ ଆଇପିଏଲରେ ଧମାଲ କରିଥିଲେ । ଏମାନଙ୍କ ସହ ବରୁଣ…

ଚେନ୍ନାଇ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଭାରତର ଟପ୍ ଅର୍ଡର ଫେଲ୍, ଗଲାଣି ୫ଟି ଓ୍ୱିକେଟ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ । ଜଣଙ୍କ ପରେ ଜଣେ ବ୍ୟାଟ୍ସ ମ୍ୟାନ୍ ପାଭିଲନ୍ ଫେରୁଛନ୍ତି । ଗତକାଲିର ଅସମାପ୍ତ ଗୋଟିଏ ଓ୍ୱିକେଟରେ ୫୪ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଭାରତ । ପ୍ରଥମେ ରନ୍ ଆଉଟ୍ ହୋଇଥିଲେ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୩୨୯ ରନରେ ଅଲଆଉଟ୍

ଚେନ୍ନାଇ: ଦ୍ୱିତୀୟ ଟେଷ୍ଟରେ ଭାରତ ୩୨୯ ରନରେ ଅଲଆଉଟ୍ ହୋଇଛି । ଗତକାଲିର ଅସମାପ୍ତ ୬ ଓ୍ୱିକେଟରେ ୩୦୦ ରନରୁ ଖେଳ ଆରମ୍ଭ କରି ଟିମ୍ ଇଣ୍ଡିଆ ଆଜି ମାତ୍ର ୨୯ ରନ୍ ଯୋଡ଼ିଥିଲା । ଏହି ୨୯ ରନ୍ ଭିତରେ ୪ଟି ଓ୍ୱିକେଟ ଖସାଇଥିଲେ ଇଂଲଣ୍ଡ ବୋଲର । ଗୋଟିଏ ଓଭରରେ ଅକ୍ଷର ପଟେଲ ଓ ଇଶାନ୍ତ ଶର୍ମାଙ୍କ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ, ଦଳରେ ତିନିଟି ପରିବର୍ତ୍ତନ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଆଜି ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଖାତା ଖୋଲିଆ ପୂର୍ବରୁ ପାଭିଲନ୍ ଫେରିଛନ୍ତି ଓପନର ଶୁଭମନ୍ ଗିଲ୍ । ତାଙ୍କ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଛନ୍ତି ଓଲି…

ଓ୍ୱେଲକମ୍ ଚାମ୍ପିଅନ୍: ସ୍ୱଦେଶୀ ଫେରିଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ସହ ସ୍ୱଦେଶ ଫେରିଛି ଟିମ୍ ଇଣ୍ଡିଆ । ଆଜି ଖେଳାଳିମାନେ ଜନ୍ମମାଟିରେ ପାଦ ଥାପିଛନ୍ତି । ନିଜ ନିଜ ଘରକୁ ଯାଇଛନ୍ତି ଖେଳାଳି । ମୁମ୍ୱାଇ ଏୟାରପୋର୍ଟରେ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ପୃଥ୍ୱୀ ଶ । ସେମାନଙ୍କୁ…

ଟେଷ୍ଟ ଚାମ୍ପିୟନଶିପ୍‌ର ଶୀର୍ଷକୁ ଉଠିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍ : ବ୍ରିସବେନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ୩ ଓ୍ବିକେଟରେ ଅଷ୍ଟ୍ରେଲିଆକୁ ହରାଇ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ନେଇଛି । ଏହି ବିଜୟ ସହ ଭାରତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଏକ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି । ଅନ୍ୟପକ୍ଷରେ…