Latest Odisha News
Browsing Tag

Teenager

ଯାଇପାରିଲାନି ଭୋଜି, ବେକରେ ଲଗାଇଲା ରସି

ମୁଜାଫରନଗର: ମଳିନ ପଡିଥିଲା ବିବାହ ଉତ୍ସବରେ ସାମିଲ ହେବାର ଆଶା । ଭୋଜିକୁ ଯିବା ପାଇଁ ମାଆ ପାଖେ ନେହୁରା ହୋଇଥିଲା ୮ ବର୍ଷର ଝିଅ । ହେଲେ ପଣତକାନି ଝାଡି ପୁଅକୁ ନେଇ ବିବାହ ଉତ୍ସବକୁ ମାଆ ଚାଲିଯାଇଥିଲା । ଶେଷରେ ମାନସିକ ଆଘାତକୁ ସହ୍ୟ କରିନପାରି ଜୀବନ ହାରିଥିଲା ନାବାଳିକା ।…

ୱେବ୍ ସିରଜ୍ ଦେଖି ୭୫ ଜଣଙ୍କ ଜୀବନ ବଂଚାଇଲା ନାବାଳକ !

ମହାରାଷ୍ଟ୍ର: ଡୋମ୍ବିଭଲିରେ ଗୁରୁବାର ସକାଳୁସକାଳୁ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଥିଲା । ହେଲେ ବିଲ୍ଡିଂରେ ୭୦ରୁ ଅଧିକ ଲୋକ ରହୁଥିଲାବେଳେ ଏକ ନିଶ୍ଚିତ ଅଘଟଣରୁ ସମସ୍ତେ ବର୍ତ୍ତିଯାଇଛନ୍ତି । ତେବେ ଭାଗ୍ୟ ନୁହେଁ ବରଂ ଜଣେ ନାବାଳକର ୱେବ୍ ସିରିଜ ନିଶା ପାଇଁ ଏଭଳି ଚମତ୍କାର ଘଟିଥିଲା ।…

ଜୀବନ ଯୁଦ୍ଧରେ ପରାଜୟ ହେବେନି ତ ଅଜୟ ?

ଗଂଜାମ: ଜୀବନ କ'ଣ ଜାଣିବା ପୂର୍ବରୁ ବଂଚିବା ପାଇଁ ଅହରହ କରୁଛି ସଂଘର୍ଷ । ଅପ୍ରତ୍ୟଶିତ ରୋଗ ନିକଟରେ ବନ୍ଧାପଡିଛି କଅଁଳିଆ ବୟସ । ତଥାପି ହାର ମାନିନି । ଭାଗ୍ୟକୁ ଆଦରି ଭଗବାନଙ୍କୁ ପୂଜି ବଂଚିବା ପାଇଁ ସ୍ୱପ୍ନ ଦେଖୁଛି । ଏ ହେଉଛି ବେଗୁନିଆପଡା ବ୍ଲକ ସୁମଣ୍ଡଳ ପଂଚାୟତ ଭାଲ୍ୟାଝର ଗାଁର…

କ୍ରାଇମ୍ ପେଟ୍ରୋଲ୍ ଦେଖି ପ୍ରମାଣ ଲୁଚାଇଥିଲା ୧୭ବର୍ଷୀୟ ହତ୍ୟାକାରୀ !

ଉତ୍ତରପ୍ରଦେଶ: ମଥୁରାରେ ସାମ୍ନାକୁ ଆସିଛି ଏକ ଛାତି ଥରାଇଦେଲାଭଳି ଘଟଣା । ଜଣେ ୧୭ ବର୍ଷୀୟ ନାବାଳକ ପ୍ରଥମେ ନିଜ ବାପାକୁ ହତ୍ୟା କରିଥିଲା । ପରେ କ୍ରାଇମ୍ ପେଟ୍ରୋଲ୍ ଭଳି ପପୁଲାର ଟିଭି ସିରିଜ ଦେଖି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ ବି କରିଥିଲା । ଯୁକ୍ତ୨ରେ ପାଠ ପଢୁଥିବା ନାବାଳକକୁ…

ପବ୍‌ଜିରୁ ବନ୍ଧୁତା, ପରେ ଗଣଦୁଷ୍କର୍ମ ଓ ଶେଷରେ ବ୍ଲାକମେଲିଂ !

ମଧ୍ୟପ୍ରଦେଶ: ନାବାଳକଙ୍କ ଅମାନୁଷିକ କାଣ୍ଡ । ନାବାଳିକାକୁ କରିଥିଲେ ଟାର୍ଗେଟ୍ । ବୁଧବାର ଭୋପାଳ ସହରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଭଳି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଥିଲା । କାହିଁକି ନା ଗଣଦୁଷ୍କର୍ମର କାର୍ପଟଦାର ସାଜିଥିଲେ ତିନିଜଣ ନାବାଳକ । ଅନ୍ୟପଟେ ପୀଡିତା ବି ମାତ୍ର…

ଘରେ ଶୋଇଥିଲା ୧୮ବର୍ଷୀୟା, ମରି ପଡ଼ିଥିଲେ ୬୮ ବର୍ଷୀୟ !

ତାମିଲନାଡୁ: ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । ଏକ ରହସ୍ୟମୟ ଅପମୃତ୍ୟୁ ମାମଲାର ପର୍ଦ୍ଦାଫାସ ହୋଇଛି । ଇମ୍ପୋର୍ଟେଡ ଗାଡି ପାର୍କ କରି ଗିରଫ ହୋଇଥିଲା ଜଣେ ୧୮ବର୍ଷୀୟା ଯୁବତୀ । ଗାଡି ପାର୍କିଂବେଳେ କିଛି ଜଣାପଡିନଥିଲା । ହେଲେ ସିସିଟିଭି ଫୁଟେଜ ଦେଖି ତାଜୁବ ହୋଇଥିଲା ପୋଲିସ ।…

ଜୁଲାଇରୁ ପାକିସ୍ତାନରେ ବନ୍ଦ, ଭାରତରେ କେବେ ?

ଆନ୍ଧ୍ରପ୍ରଦେଶ: ଅଦୃଶ୍ୟ ମହାମାରୀର ରୂପ ଧାରଣ କରିଛି ଦକ୍ଷିଣ କୋରିଆର ପବ୍‌ଜି ଭିଡିଓ ଗେମ୍ । ଏହି ଭିଡିଓ ଗେମ ନିଶାରେ ଭାରତର ଜଣେ ୧୬ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ତେବେ ପବ୍‌ଜିକୁ ନେଇ ଅପମୃତ୍ୟୁ ମାମଲା କିଛି ନୂଆ ନଥିଲେ ବି ଆନ୍ଧ୍ରପ୍ରଦେଶରେ ଏହି ଘଟଣା ଲୋକଙ୍କୁ ଚକିତ କରିଛି ।…