ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର: ଟାର୍ଗେଟ କିଲିଂ ପରେ ଆତଙ୍କବାଦୀଙ୍କୁ ମୁହଁତୋଡା ଜବାବ ଦେଉଛି ସୁରକ୍ଷାବାହୀନି । ବିଭିନ୍ନ ଅଞ୍ଚଳରେ ସର୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଲଗାତାର ଘଟୁଛି । ଜମ୍ମୁକାଶ୍ମୀରର କୁପୱାରାର ଚକଟତରାସ କାଣ୍ଡି ଅଞ୍ଚଳରେ ସୁରକ୍ଷାବାହିନୀର ଏନ୍କାଉଣ୍ଟରରେ ୨…