Latest Odisha News
Browsing Tag

top headlines

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପଞ୍ଚମ ପଦକ ମିଳିଛି । ମୀରାବାଇ ଚାନୁଙ୍କ ପରେ ଜେରେମି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତ୍ତୋଳକ ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୭୬ କେଜି ପୁରଷ ବର୍ଗରେ ସେ ଏହି ପଦକ ଜିତିଛନ୍ତି । ସ୍ନାଚ କ୍ୟାଟେଗୋରୀରେ ସେ ୧୪୦ କେଜି ଓଜନ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାୟଗଡ଼ା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ସରକାରୀ ସପ୍ଲାଇ ପାଣିରେ ଝାଡ଼ାବାନ୍ତି ସୃଷ୍ଟିକାରୀ କୋଲିଫର୍ମ ବ୍ୟାକ୍ଟେରିଆ ଠାବ ହୋଇଛି । ମୋହନା ବ୍ଲକ ଗୋବିନ୍ଦପୁର ଗାଁରେ ସପ୍ଲାଇ ପାଣିରେ ଝାଡ଼ାବାନ୍ତି ସୃଷ୍ଟିକାରୀ ଘାତକ କୋଲିଫର୍ମ ବ୍ୟାକ୍ଟେରିଆ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଦିନକୁ ଦିନ ବଢୁଛି ଷ୍ଟାର କଳି।  ଭୁବନେଶ୍ୱର ସତ୍ୟବିହାର ଘର ବାଲକୋନୀରୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପ୍ରକୃତି ।  ଘର ଛାତ ଉପରକୁ ଆସି  ଯେମିତି ବାବୁସାନ୍ କହିଥିଲେ ସେମିତି ପ୍ରକୃତି ମଧ୍ୟ କହିଲେ । ସମୟ ଆସିଲେ ସବୁ କିଛି କହିବି । କିଛି ଏଭଳି ଢଙ୍ଗରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଭୁବନେଶ୍ବର ଫେରିବା ପରେ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଅଭିନେତା ବାବୁସାନ୍ । ମାଆ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ନିଜ ଫ୍ୟାନ୍ସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସାଙ୍ଗରେ ମାଆ ଓ ପରିବାରର କିଛି ସଦସ୍ୟ ଥିବା ଦେଖିବାକୁ ମିଳିଛି । ସେ ପରିବାର…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି ।  ବିଜ୍ଞାନରେ ପାସହାର୍ ୯୪.୧୨%, ବାଣିଜ୍ୟରେ ପାସହାର ୮୯.୨୦% । ଆଜି ପ୍ରଥମ ପର୍ଯ୍ୟାୟରେ କେବଳ ବିଜ୍ଞାନ ଓ ବାଣିଜ୍ୟ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ମୌସୁମୀ ଅଧିବେସନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ।୧୧ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟି, ଓ ଯାଞ୍ଚ  ଏଜେନ୍ସି ଗୁଡିିକର କାର୍ଯ୍ୟପନ୍ଥାକୁ ନେଇ ସାଂସଦଙ୍କୁ  ୧ ସପ୍ତାହ ପାଇଁ ସଂସଦରୁ ନିଲମ୍ବନ କରିଦିଆଯାଇଛି । ଏହା ପୂର୍ବରୁ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ଭାରତୀୟ ଇତିହାସରେ ସବୁଠୁ ଯୁବ ରାଷ୍ଟ୍ରପତି । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି । ସଂସଦ ଭବନର…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଓଲିଉଡ଼ ଷ୍ଟାର କଳି। ଘଟଣା ନେଇ ପ୍ରତିକ୍ରିୟା ଦେଲେ ବାବୁସାନଙ୍କ ମାଆ ଅପରାଜିତା। କହିଲେ ବାବୁ ମୋ ସୁନା ପୁଅ, ତାକୁ ଫସାଇ ଦିଆଯାଇଛି। ସେ ବହୁତ ଷ୍ଟ୍ରଙ୍ଗ ହେଲେ ତାକୁ ବ୍ଲାକ ମେଲିଂ କରାଯାଉଥିଲା। ବାବୁ ଡିପ୍ରେସନରେ ରହୁଥିବା ବେଳେ ତାର କଲ ରେକର୍ଡ ଯାଞ୍ଚ କରିବାକୁ ଦାବି କରିଛନ୍ତି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ କ୍ରସ ଭୋଟିଂକୁ ନେଇ ଚର୍ଚ୍ଚା ଚାଲିଛି । ୧୭ ଜଣ ସାଂସଦ ଓ ବିରୋଧୀ ଦଳର ପ୍ରାୟ ୧୨୫ ବିଧାୟକ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଛନ୍ତି । ଏପରିକି ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ଏନଡିଏର କୌଣସି ଜଣେ ବିଧାୟକ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଷ୍ଟ୍ରପତି ନିର୍ବାଚନରେ ଦ୍ୱିତୀୟ ରାଉଣ୍ଡ ଭୋଟ୍ ଗଣତି ସରିଛି । ଦ୍ୱିତୀୟ  ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ହୋଇଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଆଗୁଆ ରହିଛନ୍ତି । ମୁର୍ମୁଙ୍କୁ ଦ୍ୱିତୀୟ ରାଉଣ୍ଡରେ ୮୦୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଯଶୱନ୍ତ…