Latest Odisha News

BREAKING NEWS

Browsing Tag

Tranlated Odia story

ଦୁଇଟି ଅନୁବାଦ ଗଳ୍ପ : ଆମ ଦେଶ , ପାକିସ୍ତାନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୩  ମୂଳ ରଚନା : ଇବ୍‌ନୋ ଇନ୍‌ସା ୧. ଆମ ଦେଶ ‘ଇରାନରେ କେଉଁମାନେ ବସବାସ କରନ୍ତି?’ ‘ଇରାନୀ ଲୋକମାନେ ଇରାନରେ ରହନ୍ତି ।’ ‘ଇଂଲଣ୍ଡରେ କେଉଁମାନେ ବସବାସ କରନ୍ତି?’ ‘ଇଂଲିଶ୍ ଲୋକମାନେ ଇଂଲଣ୍ଡରେ ରହନ୍ତି ।’ ‘ଫ୍ରାନ୍ସରେ…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୧ ମୂଳ କନ୍ନଡ଼: ଏଚ ଭି ସାବିତ୍ରାମ୍ମା  ଏଇ ଗଲା ଦି’ ସପ୍ତାହ ତଳେ ଚନ୍ଦ୍ର ତା’ର ଶ୍ୱଶୁର ଘରକୁ ଫେରିଥିଲା । କିନ୍ତୁ ସେ ଯେଉଁ ଭୟଙ୍କର ପରିସ୍ଥିତିର ସାମ୍‌ନା କରି ଆସିଥିଲା, ତା’ ମନରୁ ସେ ସ୍ମୃତି ଲିଭି ନ ଥିଲା । ସେଥିରୁ ସେ…

ଅନୁବାଦ ଗଳ୍ପ : ମାଳପ୍ରସ୍ଥ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୬  ମୂଳ ହିନ୍ଦୀ: ଉପେନ୍ଦ୍ର ନାଥ ଅସ୍କ ‘ଆପଣ ଜଣେ ସାଧାସିଧା ଦିଲ୍‍ଖୋଲା ଲୋକ ପରି  ଜଣାପଡ଼ୁଚନ୍ତି, ସେଇଥି ଲାଗି ମୁଁ ଭାବିଲି ଆପଣଙ୍କୁ ବି ମାଗିବି ବୋଲି’, ଶେଠ୍‍ ସାହେବ କହିଲେ । ‘ଆପଣ ନିଶ୍ଚିନ୍ତ ରହନ୍ତୁ । ଏକଥା ମୁଁ…

ଅନୁବାଦ ଗଳ୍ପ : ଖାନଦାନୀ ପଲଙ୍କ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୫ ମୂଳ ବଙ୍ଗଳା : ନରେନ୍ଦ୍ରନାଥ ମିତ୍ର ମକବୁଲ ପୋଷ୍ଟ ଅଫିସରୁ ଚିଠିଟି ଆଣି ଆସିଥିଲା । ଚୌଧୁରୀ ଘର ମହଲାରେ କ୍ଷୀର ଦେବାଲାଗି ପ୍ରତିଦିନ ସିଏ କେନାଲରେ ଛୋଟ ଡଙ୍ଗାଟି ଆଣି ଆସିଥାଏ । ସେଇ କୋଠାର ଗୋଟିଏ ପାଖରେ ଗାଁ ଡାକଘର । ମକବୁଲ…

ଅନୁବାଦ ଗଳ୍ପ : ମୋ ମାଆ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮  ମୂଳ ସିନ୍ଧୀ : କିରାଟ ବବାନୀ ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍‌ରେ ଆସିବାର ଥିଲା । ତାକୁ ହିଁ ମୁଁ ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ…