Latest Odisha News
Browsing Tag

Utkal University

ଏପ୍ରିଲ୍ ୨ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏପ୍ରିଲ୍ ୨ ତାରିଖରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂତ୍ର ଅନୁସାରେ,…

ବାଣୀବିହାର ଅଶାନ୍ତ ନେଇ ସିପିଙ୍କୁ ଭେଟିଲେ କୁଳପତି, କହିଲେ କ୍ୟାମ୍ପସ ଭିତରେ ପ୍ରବେଶ ପାଇଁ ଆଇକାର୍ଡ ବାଧ୍ୟତାମୂଳକ

ଭୁବନେଶ୍ୱର : ଦଶ ମାସ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ ଗତକାଲି ଗୋପବନ୍ଧୁ ହଷ୍ଟେଲରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଉତ୍ତେଜନା ଦେଖାଦେଇଛି । ଏ ନେଇ ଆଜି କୁଳପତି ସବିତା ଆଚାର୍ଯ୍ୟ ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପରେ କୁଳପତି କହିଛନ୍ତି…

ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ସମସ୍ତ ଡିଗ୍ରୀ କଲେଜର ଷଷ୍ଠ ତଥା ଶେଷ ସେମିଷ୍ଟାର୍ (ରେଗୁଲାର୍ ଓ ବ୍ୟାକ୍‌) ପରୀକ୍ଷା ଗୁଡ଼ିକ ଜୁଲାଇ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଗୁଡ଼ିକ ଜୁଲାଇ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ…

ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ବିଶିଷ୍ଟ ବିଦ୍ୱାନ ତଥା ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ସୋମବାର ଦିନ ସକାଳ ୮ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ୨୦୧୯ ଅକ୍ଟୋବରରେ ତାଙ୍କର ସହଧର୍ମିଣୀ କିରଣପ୍ରଭାଙ୍କର ମଧ୍ୟ…

ସାଧାରଣତନ୍ତ୍ର ଦିବସ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡିବ ବିଶାଳ ତ୍ରୀରଙ୍ଗା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ତ୍ରୀରଙ୍ଗା ପତାକା ଉତ୍ତୋଳନ କରିବା ଲାଗି ପ୍ରସ୍ତୁତ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ନିକଟ ଅତୀତରେ ୧୦୦ ଫୁଟ ଉଚ୍ଚ, ୩୦ ଫୁଟ ଲମ୍ବା ଓ ୨୦ ଫୁଟ ଚଉଡା ବିଶିଷ୍ଟ…

ଡିସେମ୍ବର ୮ରେ ଉତ୍କଳ ୟୁନିଭର୍ସିଟି ଗସ୍ତ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କେବିନ୍ଦା ଆସନ୍ତା ୮ ତାରିଖରେ ଉତ୍କଳ ୟୁନିଭର୍ସିଟିର ପ୍ଲାଟିନମ୍ ଜୁବଲି ସମାରୋହରେ ସାମିଲ ହେବାକୁ ଯାଉଛନ୍ତି । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ସେସନରେ ଯୋଗ ଦେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର…

‘ସୋଲେ’ର ବୀରୁ ପରି ଛାତ ଉପରେ ଚଢିଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ

ଭୁବନେଶ୍ୱର: ବଲିଉଡ ଫିଲ୍ମ ‘ସୋଲେ’ରେ ଯେଭଳି ଧର୍ମେନ୍ଦ୍ର (ବୀରୁ) ନିଜ ପ୍ରେମକୁ ପାଇବା ଲାଗି ଛାତ ଉପରକୁ ଚଢି ଆତ୍ମହତ୍ୟା କରିବା ଲାଗି ଧମକ ଦେଇଥିଲେ । ଠିକ୍ ସେହିଭଳି ଏକ ଘଟଣା ଶୁକ୍ରବାର ଦିନ ଦେଖିବାକୁ ମିଳିଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ । ମିଳିଥିବା ସୂଚନାନୁଯାୟୀ…

‘ପ୍ଲାଷ୍ଟିକ୍ ମୁକ୍ତ ଅଞ୍ଚଳ’ ହେବାକୁ ଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଉତ୍କଳ ମ୍ୟାନେଜମଣ୍ଟ ଆଲୁମ୍ନାଇ ଆସୋସିଏସନ ପୁରାତନ ଛାତ୍ର ସଂଘ (ଉମା) ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ‘ପ୍ଲାଷ୍ଟିକ ମୁକ୍ତ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଅଭିଯାନର ଶୁଭାରମ୍ଭ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ତାତିଲେ ଛାତ୍ରଛାତ୍ରୀ, କୁଳପତିଙ୍କ କାର୍ଯ୍ୟାଳୟରେ ତାଲା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିବା ବେଳେ ସୋମବାର ଦିନ ଛାତ୍ରଛାତ୍ରୀ ମାନେ ଭିସି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଫିସରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଛାତ୍ରଛାତ୍ରୀମାନେ…