Latest Odisha News
Browsing Tag

Uttarakhand

ଉତ୍ତରାଖଣ୍ଡ ପ୍ରଳୟକୁ ସପ୍ତାହେ; ତପୋବନ ସୁଡ଼ଙ୍ଗରୁ ଆଉ ୫ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି

ଡେରାଡୁନ୍: ସପ୍ତାହେ ହେଲା ସ୍ତବ୍ଧ ତପୋବନ । ଚାମୋଲି ଜିଲ୍ଲାରେ ବରଫ ପାହାଡ଼ ଧସିବା ପରେ ସୃଷ୍ଟି ହୋଇଥିଲା ଜଳପ୍ରଳୟ । ପ୍ରକୃତିର କୋପ ଆଗରେ ନିସହାୟ ହୋଇ ଯାଇଥିଲେ ସମସ୍ତେ । ଏହି ଘଟଣାରେ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ରବିବାର ଉଦ୍ଧାର କାର୍ଯ୍ୟ ବେଳେ ତପୋବନ ସୁଡ଼ଙ୍ଗରୁ ଆଉ ୫…

ବିପଦରେ ଉତ୍ତରାଖଣ୍ଡର ୩୮୫ ଗାଁ, ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ୧୦ ହଜାର କୋଟି ଟଙ୍କା

ଡେରାଡୁନ୍: ବିପଦରେ ଉତ୍ତରାଖଣ୍ଡର ୩୮୫ଟି ଗାଁ । ହିମସ୍ଖଳନ ପରେ ସୃଷ୍ଟି ଜଳପ୍ରଳୟ ପରେ ଏବେ ପୁଣି ଲୋକଙ୍କୁ ସ୍ଥାନାନ୍ତରଣ ନେଇ ଉଦ୍ୟମ ଆରମ୍ଭ ହୋଇଛି । ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ରହିଛି ଉତ୍ତରାଖଣ୍ଡର ୧୨ ଜିଲ୍ଲାର ୩୮୫ ଗାଁ । ସେଥିମଧ୍ୟରୁ ୫ଟି ଗାଁକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ…

ପ୍ରଳୟ ପରେ… ୭୨ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ; ୩୨ ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ୧୯୭ ନିଖୋଜ

ଡେରାଡୁନ୍: ଉତ୍ତରାଖଣ୍ଡରେ ଗ୍ଲାସିୟର୍ ଧସିବା ପରେ ସୃଷ୍ଟି ହୋଇଥିବା ବନ୍ୟାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଛି । ତିନିଦିନରୁ ଅଧିକ ହେଲା ନିଖୋଜଙ୍କୁ ଖୋଜୁଛନ୍ତି ଯବାନ । ସୁଡ଼ଙ୍ଗ ଭିତରେ ଚାଲିଛି ଜୀବନ ସନ୍ଧାନ । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସୁଡ଼ଙ୍ଗ ଭିତରେ ଫସିଥିବା ଲୋକଙ୍କ ସନ୍ଧାନ…

ଉତ୍ତରାଖଣ୍ଡରେ ଆରମ୍ଭ ହେଲା ‘ନମାମୀ ଗଙ୍ଗେ’ ମିଶନ

ନୂଆଦିଲ୍ଲୀ: ବିହାର ପରେ ଏବେ ଉତ୍ତରାଖଣ୍ଡବାସୀଙ୍କୁ ମିଳିଲା ବଡ ଭେଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନମାମୀ ଗଙ୍ଗେ ମିଶନର ଲୋକାର୍ପଣ କରିଛନ୍ତି । ଏହା ସହ ସେ ୬ଟି ମେଗା ପ୍ରୋଜେକ୍ଟ ମଧ୍ୟ ଲୋକାର୍ପଣ କରିଛନ୍ତି। ପିଏମ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ…

[ଭିଡିଓ] ମୁଣ୍ଡରେ ନଥିଲା ହେଲମେଟ୍‌, ବର୍ବରତାର ସୀମା ଡେଇଁଲା ପୋଲିସ !

ଉତ୍ତରାଖଣ୍ଡ: ହେଲମେଟ ନ ପିନ୍ଧିବା ଜଣେ ଯୁବକଙ୍କୁୁ ମହଙ୍ଗା ପଡିଛି । ଦଣ୍ଡ ସ୍ୱରୂପ ଚାଲାଣ କି ଜେଲ ଦଣ୍ଡାଦେଶ ନୁହେଁ ଯୁବକଙ୍କଙ୍କ ମୁଣ୍ଡରେ ଚାବି ପଶେଇଲା ପୋଲିସ । ଉତ୍ତରାଖଣ୍ଡର ରୁଦ୍ରପୁରରେ ସାମ୍ନାକୁ ଆସିଛି ପୋଲିସର ବର୍ବବରତା । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ସୋମବାର ରାତି…

ଉତ୍ତରାଖଣ୍ଡର ରହସ୍ୟମୟ ଗୋଲୁ ମନ୍ଦିର; ଯେଉଁଠି ଠାକୁରଙ୍କୁ ଦିଆଯାଏ ଦରଖାସ୍ତ !

ଭାରତର ପୁରାତନ ସଂସ୍କୃତି ତଥା ପ୍ରାଚୀନ ପରମ୍ପରାକୁ ଗୁରୁତ୍ୱବହନ କରି ଅନେକ କଥାବସ୍ତୁ ତଥା କିମ୍ବଦନ୍ତୀ ରହିଛି । ବିଭିନ୍ନତା ମଧ୍ୟରେ ଏକତା ବହନ କରୁଥିବା ଏହି ପ୍ରାଚୀନ ପରମ୍ପରାର ଦେଶ ଭାରତରେ ଅନେକ ପ୍ରମୁଖ ଓ ରହସ୍ୟମୟ ତୀର୍ଥସ୍ଥଳୀ ରହିଛି । ସେହିପରି ଏକ ରହସ୍ୟମୟ ସ୍ଥାନ ମଧ୍ୟରେ…

୮୮ ପୃଷ୍ଠାର ଏଫଆଇଆର୍ ଲେଖିଲେଖି ନୟାନ୍ତ ପୋଲିସ ବାବୁ, ଲାଗିବ ଆହୁରି ୩ ଦିନ !

ଡେରାଡୁନ୍: ଉତ୍ତରାଖଣ୍ଡର କାଶୀପୁର ଜିଲ୍ଲା କୋତୱାଲି ଥାନାରେ ପୋଲିସ ବାବୁ ପାଖାପାଖି ୮୮ ପୃଷ୍ଠାର ଏଫଆଇଆର୍ ଲେଖିଲେଖି ନୟାନ୍ତ ହୋଇଗଲେଣି । ପ୍ରାପ୍ତ ସୂଚନାନୁଯାୟୀ ଆୟୁଷ୍ମାନ ଯୋଜନାରେ ମହା ଦୁର୍ନିତୀ ଏବଂ ଏହି ସ୍କାମରେ ସ୍ଥାନୀୟ ଏମପି ହସ୍ପିଟାଲ ଓ ଦେବକୀନନ୍ଦନ ହସ୍ପିଟାଲ ଫସିଛନ୍ତି…