Latest Odisha News

BREAKING NEWS

Browsing Tag

viral video

ଶିବଲିଙ୍ଗଙ୍କୁ ସ୍ନେହରେ ଆଲିଙ୍ଗନ କରୁଛି ବଣୁଆ ଭାଲୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ । ଏହି ଭିଡିଓ ଛତିଶଗଡର ଚଣ୍ଡି ମାତା ମନ୍ଦିରର ବୋଲି କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳିଛୁ ଯେ, ଏକ ବଣୁଆ ଭାଲୁ ଶିବଲିଙ୍ଗଙ୍କୁ ଅତି ସ୍ନେହରେ ଆଲିଙ୍ଗନ କରୁଛି | ଏହି ଦୃଶ୍ୟ ଲୋକଙ୍କ ହୃଦୟ…

କୁକୁରର ଜନ୍ମଦିନରେ ଖର୍ଚ୍ଚ ହେଲା ୫ଲକ୍ଷ, ଖାଲି କେକ୍ ଦାମ୍ ୪୦ହଜାର

ନୂଆଦିଲ୍ଲୀ: ଆପଣମାନେ ଅନେକ ଲୋକଙ୍କୁ ଘରେ ପଶୁ ପକ୍ଷୀ ରଖୁଥିବାର ଏବଂ ସେମାନଙ୍କର ଯତ୍ନ ନେଉଥିବାର ଦେଖିଥିବେ । କିନ୍ତୁ ଜଣେ ମହିଳା ନିଜ ପୋଷା କୁକୁରର ଜନ୍ମଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଖବର ସୋସିଆଲମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଯେ କେବଳ ୪୦ ହଜାର ଟଙ୍କା ମୂଲ୍ୟର…

ଆମେରିକୀୟ ମହିଳା ବାସୁମତି ଚାଉଳର ଅଖାକୁ କଲେ ହ୍ୟାଣ୍ଡବ୍ୟାଗ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ:ବଡ ବଡ କମ୍ପାନୀର ଷ୍ଟାଇଲିସ୍ ହ୍ୟାଣ୍ଡବ୍ୟାଗ୍ କିଏ ଅବା ପସନ୍ଦ ନ କରେ । ଏଥିସହ ହ୍ୟାଣ୍ଡବ୍ୟାଗର ଟ୍ରେଣ୍ଡ ସବୁବେଳେ ବଦଳୁଥାଏ, କିନ୍ତୁ ଆମେରିକାରେ ମହିଳାଜଣକଙ୍କ ହ୍ୟାଣ୍ଡବ୍ୟାଗ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳାଜଣକ ରୟାଲ ବାସୁମତି ଚାଉଳର ଏକ ଅଖାରୁ ଏକ…

ନୀରଜଙ୍କୁ ଭେଟିଲେ ମନୁ ଭାକରଙ୍କ ମା’; ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦେଶ ପାଇଁ ଦୁଇଟି ପଦକ ଆଣି ଇତିହାସ ସୃଷ୍ଟି କରିଥିବା ମନୁ ଭାକରଙ୍କ ମାତା ଏବଂ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛି। ଏହି…

ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ, ପଚାରିଲେ ‘୧୪ ଦିନ ଯାଏ କେଉଁଠି ଥିଲ ?’

ନୂଆଦିଲ୍ଲୀ: ମଣିପୁର ଭାଇରାଲ୍ ଭିଡିଓ ମାମଲାର ଶୁଣାଣି ବେଳେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ପଚାରିଛନ୍ତି, ‘ମେ ୪ର ଘଟଣାରେ ପୋଲିସ ମେ ୧୮ରେ ଏତଲା କଲା । କାହିଁକି ୧୪ ଦିନ ଯାଏ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଭିଡିଓ ଭାଇରାଲ୍…

ମହଙ୍ଗା ପଡ଼ିଲା ଜେଲରେ ଡ୍ୟୁଟି ସମୟରେ ଶୋଇବା, ୨ ୱାର୍ଡର ନିଲମ୍ବିତ

ଅନୁଗୁଳ: ଜେଲରେ ଶୋଇବା ୨ ୱାର୍ଡରଙ୍କୁ ମହଙ୍ଗା ପଡ଼ିଛି । ଡ୍ଯୁଟି ସମୟରେ ଶୋଇ ପଡ଼ିଥିବା ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଜେଲ୍‌ର ଦୁଇ ଜେଲ୍ ୱାର୍ଡର୍ ଶୋଇବାର ଫଟୋ ଭାଇରାଲ୍ ପରେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ୱାର୍ଡର…

ମଣିପୁର ବର୍ବରତା ଭିଡିଓ ଭାଇରାଲ୍ ପରେ ୪ ଅଭିଯୁକ୍ତ ଗିରଫ  

ଇମ୍ଫାଲ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବର୍ବରତାର ଭିଡିଓ ଭାଇରାଲ୍ ପରେ ମଣିପୁର ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । ସକାଳେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଏବେ ଗିରଫ କରାଯାଇଛି ।…

ଗରମ ତେଲରେ ପଡ଼ିଗଲା ମୋବାଇଲ, ତା’ପରେ ମହିଳା ଜଣକ ଏପରି କଲେ..

ନୂଆଦିଲ୍ଲୀ : ରୋଷେଇ ସମୟରେ ଆମେ ସବୁବେଳେ ସତର୍କତାର ସହ ରୋଷେଇ କରିଥାଉ । ଆଉ ସେହି ସମୟରେ ଟିକିଏ ଅସାବଧାନତା ହେଲେ ତାହା ଆମକୁ ବିପଦ ଆଡ଼କୁ ଟାଣିନେଇଥାଏ । ନିକଟରେ ଏଭଳି ଏକ ଦୃଶ୍ୟ ସୋଶିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲା ପରେ ଆପଣ ରୋଷେଇ କରିବା ସମୟରେ…

ଦେଶୀ ଗାର୍ଲ ଗୀତରେ ଶାଢ଼ୀ ପିନ୍ଧି ଠୁମକା ଲଗାଇଲେ ବରଯାତ୍ରୀ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଆମକୁ ଶିକ୍ଷା ଦେଇଥିବା ବେଳେ କିଛି ଭିଡିଓ ଆମ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି  । ଯାହା ଚଳଚ୍ଚିତ୍ର ଦୋସ୍ତାନାରେ ପ୍ରିୟଙ୍କା ଚୋପ୍ରାଙ୍କ…

ଉଠ ମା’… ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..

ମା’ ଉଠିଯା..ଏମିତି ରାସ୍ତା ଉପରେ କାହିିଁକି ଶୋଇଛୁ ? ଆଉ କେତେ ସମୟ ଶୋଇବୁ ମା’ ? ଉଠ ମା’... ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..ବୁଝି ନ ହେଲେ ବି ତାର ଭାବଭଙ୍ଗୀ ଠିକ ଏହା ହିଁ କହୁଥିଲା ଅନେକ ଲୋକ ତା ପାଖରେ ଛିଡା ହୋଇ ଦେଖୁଥିଲେ । ସମସ୍ତଙ୍କ ଆଖି ଓଦା ହୋଇ ଯାଉଥିଲା । ହେଲେ ଏ ୨ ମାସର…