Latest Odisha News

BREAKING NEWS

Browsing Tag

vote counting

୧ମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର:  ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ । ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ସୂଚନା ମିଳିଛି  । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଛନ୍ତି । ୧୭୧୨ ଖଣ୍ଡ ଭୋଟ ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ…

ଆଜି ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ଫଳ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳ । ଗୁଜରାଟର ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି । ଉଭୟ ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଅଛି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ଆରମ୍ଭ ହେବ । ନଭେମ୍ୱର ୧୨ରେ…

ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ, ୨୩ ରାଉଣ୍ଡରେ ଗଣତି

ପଦ୍ମପୁର: ଆଜି ଆସିବ ପଦ୍ମପୁର ଉପନିର୍ବାଚନ ଫଳ । ଆଉ କିଛି ସମୟର ଅପେକ୍ଷା । ଟ୍ରେଣ୍ଡ ଧୀରେ ଧୀରେ ବଢିବା ସହିତ ଫଳାଫଳ ଜଣାପଡିବ । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି । ସାଢେ ୮ଟାରେ ଇଭିଏମ ଭୋଟ୍ ଗଣତି ହେବ ।…

କାଲି ପଦ୍ମପୁର ରାୟ, ଆଶାଆଶଙ୍କାରେ ପ୍ରାର୍ଥୀ

ପଦ୍ମପୁର: ଆସନ୍ତାକାଲି ପ୍ରକାଶ ପାଇବ ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନର ଫଳ । ଆସିବ ପଦ୍ମପୁରବାସୀଙ୍କ ରାୟ । ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟପେଡ଼ି । ଚଳିତ ଉପନିର୍ବାଚନରେ ୮୧.୨୯ % ଭୋଟ୍ ପଡିଛି । ୨୦୧୯ ନିର୍ବାଚନରେ ପଦ୍ମପୁରରେ ୭୯.୮% ମତଦାନ ହୋଇଥିଲା । ଏଥିପାଇଁ ବ୍ୟାପକ ପ୍ରସ୍ତୁତି…

ଆଉ କିଛି ସମୟର ଅପେକ୍ଷା: ଦିଲ୍ଲୀ ଏମସିଡି ନିର୍ବାଚନରେ କିଏ ମାରିବ ବାଜି?

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା  ।  ପ୍ରକାଶ ପାଇବ ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ୫୬ ହଜାର ଇଭିଏମରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୨୫୦ ଓ୍ୱାର୍ଡର ଭୋଟ୍ ଗଣତି ଜାରି ରହିଛି । ବିଜେପି ଓ ଆପ୍ ଦଳୀୟ ମହଲରେ ଉତ୍ସୁକତା ଦେଖାଦେଇଛି । ୫୬ ହଜାର ଇଭିଏମର ଭୋଟ୍ ଗଣତି…

ଧାମନଗର ଉପନିର୍ବାଚନ : କଡ଼ା ସୁରକ୍ଷାବଳୟରେ ଭୋଟ୍ ଗଣତି, ୩ୟ ରାଉଣ୍ଡ ଶେଷ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ଗତ ଦୁଇ ରାଉଣ୍ଡରେ ମଧ୍ୟ ସୂରଜ ଆଗୁଆ ଥିଲେ । ୩ୟ ରାଉଣ୍ଡରେ ସୂରଜ ୧୨,୮୯୨ ଭୋଟ ପାଇ ଆଗରେ ରହିଛନ୍ତି । ତାଙ୍କ ପଛକୁ ବିଜେଡି…

ତ୍ରିସ୍ତରୀୟ ସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମରେ ଇଭିଏମ୍, ରବିବାର ସକାଳ ୮ରୁ ଭୋଟ୍ ଗଣତି

ଭଦ୍ରକ: ଧାମନଗର ଉପନିର୍ବାଚନରେ ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତା ୬ ତାରିଖ ରବିବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ଭିତରେ ଇଭିଏମ୍ ରଖାଯାଇଛି । ୩ ତାରିଖରେ ହୋଇଥିବା ଭୋଟ୍ ଗ୍ରହଣରେ ଧାମନଗରରେ ୬୮.୯୮ ପ୍ରତିଶତ ମତଦାନ…

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ଆଜି ୩୧୫ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୮ଟାରୁ ବ୍ଲକ ହେଡକ୍ୱାର୍ଟର୍ସରେ ଗଣତି ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ଷ୍ଟ୍ରଙ୍ଗ ରୁମର ସିଲ୍ ଖୋଲାଯିବା ପରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ଭୋଟ୍ ଗଣନା…

କାହା ଦଖଲକୁ ଯିବ ପିପିଲି: ଖୋଲିଲା ଇଭିଏମ୍ ପେଡ଼ି, ଆଜି ଆସିବ ରେଜଲ୍ଟ

ପୁରୀ: ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ କାହା ଦଖଲକୁ ଯିବ ପିପିଲି । ବିଜେଡି ପୁଣି ଥରେ କବଜା କରିବ ନା ବିରୋଧୀଙ୍କ ହାତକୁ ଯିବ ପିପିଲି । ଆଜି ସ୍ପଷ୍ଟ ହେବ ଉପନିର୍ବାଚନ ଜନାଦେଶ କାହା ସପକ୍ଷରେ ଯାଇଛି । କିଏ କାହାକୁ ଦେଉଛି ମାତ ? ବିଜୟ ବ୍ୟବଧାନ କେତେ ରହୁଛି ? ପିପିଲି ଉପନିର୍ବାଚନ…

ଖୋଲିଲା ଇଭିଏମ୍ ପେଡ଼ି: ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ

ନୂଆଦିଲ୍ଲୀ: ଆଜି ଫୈସଲାର ଦିନ । ଜନାଦେଶ କାହା ସପକ୍ଷରେ ଯିବ । ଖୋଲିଲା ଇଭିଏମ୍ ପେଡ଼ି । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ନିର୍ବାଚନର ଆସିବ ଫଳାଫଳ । ସକାଳ ୮ଟାରୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀ ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । କୋଭିଡ୍…