Latest Odisha News

BREAKING NEWS

Browsing Tag

vote counting

ବାଲେଶ୍ୱର ଉପନିର୍ବାଚନ: କେତେ ଖଣ୍ଡ ଭୋଟ ପାଇଛନ୍ତି ବେଣୁ ମଉସା?

ବାଲେଶ୍ୱର: ମଙ୍ଗଳବାର ରାଜ୍ୟର ଦୁଇଟି ଉପନିର୍ବାଚନରେ ଭୋଟ ଗଣତି ଚାଲିଛି । ଉଭୟ ଆସନରେ ଆଗରେ ରହିଛି ବିଜେଡି । ତେବେ ନିର୍ବାଚନୀ ବେଳେ ଚର୍ଚ୍ଚାରେ ରହିଥିବା ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ ଓରଫ ବେଣୁ ମେଉସା କେତେ ପାଇଛନ୍ତି ଭୋଟ । ଏ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ସମର୍ଥକଙ୍କ…

ରାଉଣ୍ଡ-୧୪: ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ଶଙ୍କର ଦାସ ଆଗୁଆ

ତିର୍ତ୍ତୋଲ: ତିର୍ତ୍ତୋଲ ବିଧାନସଭାରେ ଆଗରେ ରହିଛି ବିଜେଡି । ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୦୯୪୬ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍ ୪୬୯୩୧ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ…

ଦ୍ୱାଦଶ ରାଉଣ୍ଡ ଗଣତି ଶେଷ, ବାଲେଶ୍ୱର ସଦରରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ୱର: ବାଲେଶ୍ୱରରେ ଦ୍ୱାଦଶ ରାଉଣ୍ଡ ଗଣତି ସରିଛି । ଏହି ରାଉଣ୍ଡରେ ମଧ୍ୟ ବିଜେଡି ତାର ଦବ୍ଦବା ବଜାୟ ରଖିଛି । ଦଶମ ରାଉଣ୍ଡରେ ବିଜେଡି ୭୪୪, ଏକାଦଶ ରାଉଣ୍ଡରେ ୧୭୧ ଏବଂ ଦ୍ୱାଦଶ ରାଉଣ୍ଡରେ ୬୨୪  ଭୋଟରେ ଆଗରେ ରହିଛି। ଏଯାବତ୍ ବିଜେଡି ସର୍ବମୋଟ୍ ୫୭୧୩ ଭୋଟରେ ବିଜେପିଠାରୁ ଆଗୁଆ…

ଆଜି ରେଜଲ୍ଟ ଡେ’; ବାଲେଶ୍ଵରରେ ଆରମ୍ଭ ହେଲା ଭୋଟ୍ ଗଣତି

ବାଲେଶ୍ୱର: ଆଜି ହେଉଛି ରେଜଲ୍ଟ ଡେ। ବାଲେଶ୍ଵରରେ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ସୂଚନା ରହିଛି। ବହୁ ପ୍ରତୀକ୍ଷିତ ବାଲେଶ୍ବର ସଦର ଉପନିର୍ବାଚନରେ କାହାର ବାଜିମାତ୍ ହେଲା ସେ ନେଇ ଆଜି ଅପରାହ୍ନ ସୁଦ୍ଧା ଗୋଟିଏ ସ୍ପଷ୍ଟ ଚିତ୍ର ମିଳିବ।…

ରେଜଲ୍ଟ ଡେ: ବିହାରରେ କିଏ ମାରିବ ବାଜି, ଖୋଲିବ ଭାଗ୍ୟ ପେଡ଼ି

ପାଟନା: କାହା ଦଖଲକୁ ଯିବ ବିହାର ? ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନା ଯୁବ ମୁଖ୍ୟମନ୍ତ୍ରୀ ପାଇବେ ବିହାରବାସୀ ? ଶାସନ କ୍ଷମତା ପୁଣି ଥରେ ନିଜ ହାତରେ ରଖିବ ଏନଡିଏ ନା ମହାମେଣ୍ଟ ସରକାର ଗଢ଼ିବ ? ଆଜି ଆସିବ ଜନାଦେଶ । ଖୋଲିବ ଭାଗ୍ୟ ପେଡ଼ି । ୧୪୩ ବିଧାନସଭା ବିଶିଷ୍ଟ ବିହାର…

କାଲି ଆସିବ ଉପନିର୍ବାଚନ ଫଳାଫଳ, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି

ଭୁବନେଶ୍ୱର: କାହା ଦଖଲରେ ଯିବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ । କାଲି ଜଣାପଡିବ ସ୍ପଷ୍ଟ ଚିତ୍ର । ଏ ଦୁଇଟି ଆସନରେ ଆସନ୍ତାକାଲି ଭୋଟ ଗଣତି ହେବ । ତେବେ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସୂଚନା…

କାହା ଦଖଲକୁ ଯିବ ବାଲେଶ୍ୱର ଓ ତିର୍ତ୍ତୋଲ? କାଲି ଉପନିର୍ବାଚନ ଗଣତି

ଭୁବନେଶ୍ୱର: ସରଛି ଉପନିର୍ବାଚନ ଭୋଟ । ଏବେ ସମସ୍ତଙ୍କ ନଜର କାହା ଦଖଲକୁ ଯିବ ବାଲେଶ୍ୱର ସଦର ଓ ତର୍ତ୍ତୋଲ ଉପନିର୍ବାଚନ । କିଏ ମାରିବ ଏ ଦୁଇଟି ଆସନରେ ବାଜି । କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ । କିଏ ବସିବ ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ । ଏନେଇ ସମସ୍ତ ମନରେ ଏବେ ଏଭଳି କିଛି…

ଝାଡଖଣ୍ଡ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ, ଭୋଟଗଣତି ଜାରି

ଋାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ନିର୍ଣ୍ଣୟ କରିବ କାହାହାତରେ ରହିବ ଝାଡଖଣ୍ଡ କ୍ଷମତା । ଭୋଟ୍ ଗଣତି ହେଉଥିବା ୮୧ଟି ଆସନ ମଧ୍ୟରୁ ଚଳିତଥର ମୋଟ୍ ୧୨୧୫ ଜଣ ପ୍ରାର୍ଥୀ…

ବିଜେପୁର ଉପନିର୍ବାଚନ: ଆଜି ଜଣାପଡ଼ିବ ଫଳାଫଳ, ଜାରି ରହିଛି ଭୋଟଗଣତି

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପନିର୍ବାଚନ ଲାଗି ଭୋଟଗଣତି ଗୁରୁବାର ଦିନ ଜାରି ରହିଥିବା ବେଳେ ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଭୋଟଗଣତି ପଦ୍ମପୁର ଆରଏମସି ମାର୍କେଟ୍ ୟାର୍ଡରେ ଆଜି ସକାଳୁ ଆରମ୍ଭ ହୋଇଛି । ଏହି ଭୋଟଗଣତି ୧୪ଟି ଟେବୁଲ ଏବଂ…