Latest Odisha News
Browsing Tag

water

ହୀରାକୁଦ ଜଳସ୍ତର ହ୍ରାସ ପଛରେ ମହାନଦୀ ବିବାଦ, ଟ୍ରିବ୍ୟୁନାଲଙ୍କ ଏପ୍ରିଲ ଗସ୍ତ ଉପରେ ନଜର

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଏବେର ନୁହେଁ । ଅନେକବର୍ଷ ଧରି ଓଡ଼ିଶା ଓ ପଡୋଶୀ ଛତିଶଗଡ଼ ମଧ୍ୟରେ ପାଣିକୁ ନେଇ ଚାଲିଥିବା ଏହି ବିବାଦର ସମାଧାନ ହେବ କଣ, ଓଲଟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ…

ପୁଣି ମନେ ପଡ଼ିଲା ମହାନଦୀ ! କେନ୍ଦ୍ର ଓ ଛତିଶଗଡକୁ ଦାୟୀ କଲେ ଦେବୀ, କଟାକ୍ଷ କଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର : ବେଶ କିଛି ଦିନର ନିରବତା ପରେ ବୁଧବାର ବିଧାନସଭାରେ ଶୁଭିଛି ମହାନଦୀ ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଦେବୀ ମିଶ୍ର କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ…

ଚା’ ପିଇବା ପରେ ପାଣି ପଉଛନ୍ତି କି ?

ଚା’ ସମସ୍ତଙ୍କ ପସନ୍ଦ । ସକାଳେ କପେ ଚା’ ନପିଇଲେ ଦିନ କଟେନି। ଚା' ହେଉଛି ସବୁଠାରୁ ଲୋକପ୍ରିୟ ପାନୀୟ। ପ୍ରତ୍ୟେକ ଋତୁରେ ଚା' ପାଇଁ କ୍ରେଜ୍ ଦେଖିବାକୁ ମିଳିଥାଏ  । ଅଫିସ୍ ହେଉ କିମ୍ବା ଘର, ଲୋକ ସବୁବେଳେ ଚା' ପିଇବା ଭଲ ପାଆନ୍ତି। କିଛି ଲୋକ ଦିନରେ ୮ ରୁ ୧୦ କପ୍ ଚା' ପିଅନ୍ତି ।କିନ୍ତୁ…

ପାଣି ପାଇଁ ଲୋକେ ଡହଳ ବିକଳ, ଏପଟେ ଅଯଥା ନଷ୍ଟ ହେଉଛି ଜଳ

ବାଲିଗୁଡ଼ା: ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ୱାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ୱାର୍ଡରେ ପାଇପ୍ ଲାଇନ୍ ସଂଯୋଗ…

୧୯ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । 5T ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଛନ୍ତି, ପାଣି ପାଇଁ…

ହୀରାକୁଦର ୪୦ଟି ଗେଟ ଖୋଲିଲା, ତଳିଆ ଅଞ୍ଚଳରେ ବନ୍ୟା ସତର୍କତା ଜାରି

ଭୁବନେଶ୍ୱର: ହୀରାକୁଦର ୪୦ ଟି ଗେଟରେ ପାଣି ଛଡାଯାଇଛି । ଗତକାଲି ୨୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ ଖୋଲାଯାଇଛି । ୪୦ଟି ଗେଟ ଦ୍ବାରା ଜଳ ନିଷ୍କାସନ ହେଉଛି ।  ତେବେ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗତ ୪ ଦିନ ହେଲା ଲାଗି ରହିଥିବା…

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି, ଅନେକ ଗାଁରେ ପଶିଲା ପାଣି

ଖୋର୍ଦ୍ଧା: ଖୋର୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଏବଂ ଟାଙ୍ଗୀ ବ୍ଲକ୍, ପୁରୀ ଜିଲ୍ଲାର କଣାସ ବ୍ଲକର ଅନେକ ଗାଁ ଏବେ ପାଣି ଘେରରେ । ଲଗାଣ ବର୍ଷା ପରେ ଏବେ ଖୋର୍ଧା ବ୍ଲକ୍ ର  ଓର୍ବରସିଂହ ପଞ୍ଚାୟତ ର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।  ହୀରାକୁଦ ଜଳଭଣ୍ଡାର ରୁ ପ୍ରଚୁର ପାଣି…

ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍‌ ବନ୍ଦ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ମହାନଦୀର ତଳମୁଣ୍ଡରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି। ଲଗାଣ ବର୍ଷା ପରେ କିଛି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ଦିନରେ ଜଳ ସ୍ତର ବୃଦ୍ଧି ପାଉଛି। ଫଳରେ ଏହିସବୁ ଗାଁକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୧୦ ଫୁଟ ଉଚର ବନ୍ୟାଜଳ ପ୍ରବାହିତ…

ପାଣି ପାଇଁ ଗାଁ ଦାଣ୍ଡରେ ମହିଳାଙ୍କୁ ବିଭତ୍ସ ହତ୍ୟା

ପଦ୍ମପୁର: ପାଣି ପାଇଁ ଜୀବନ ଗଲା । ଗାଁ ଦାଣ୍ଡରେ ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ଲୋହାରପାଲି ପଞ୍ଚାୟତ ଗମ୍ଭାରିଡ଼ିହି ଗାଁରେ । ଗାଁର ଜଣେ ମହିଳା ନଳକୂପରୁ ପାଣି ନେଇ ଯାଉଥିବା ସମୟରେ ସେହି ଗାଁର ଜଣେ ଯୁବକଙ୍କ ସହ କଥା…

[ଭିଡିଓ] ଋଷିଆ ବୋମାକୁ ଖାଲି ହାତରେ ପାଣି ପକାଇ ନିଷ୍କ୍ରିୟ କରୁଛନ୍ତି ୟୁକ୍ରେନ୍ ବିଶେଷଜ୍ଞ

ଭୁବନେଶ୍ୱର: ଗତ ଦୁଇ ସପ୍ତାହ ଧରି ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ସେଥିମଧ୍ୟରେ ଖାସ୍ କରି ୟୁକ୍ରେନ୍ ବାସିନ୍ଦା ତଥା ସୈନ୍ୟମାନଙ୍କର ସାହସ, ବୀରତ୍ୱ ଓ ବଳିଦାନ ସମଗ୍ର ବିଶ୍ୱକୁ ଗଭୀର ଭାବେ ପ୍ରଭାବିତ କରିପାରିଛି । ଋଷିୟ ସେନାର ଟ୍ୟାଙ୍କ…