Latest Odisha News

BREAKING NEWS

Browsing

Video

କମୁଛି ଆଦାନୀଙ୍କ ସମ୍ପତ୍ତି, ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଆଦାନୀଙ୍କ ନିଦ ହଜାଇ ଦେଇଛି । ଶୁକ୍ରବାର ସକାଳୁ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ସେୟାର ମାର୍କେଟରେ…

ରାମଦେବ କହିଲେ ୪ ଭାଗରେ ପାକିସ୍ତାନ ଭାଗ ହେବ

ହରିଦ୍ୱାର: ଗଣତନ୍ତ୍ର ଦିବସ ଅବସରରେ ହରିଦ୍ୱାରରେ ବାବା ରାମଦେବଙ୍କ ଏକ ବୟାନ ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି । ପତଞ୍ଜଳୀ ଯୋଗପୀଠରେ ଆୟୋଜିତ ଗଣତନ୍ତ୍ର ଦିବସ ଉତ୍ସବ ଅବସରରେ ସେ କହିଛନ୍ତି ପାକିସ୍ତାନ ୪ ଭାଗରେ ଭାଗ ହୋଇଯିବ । ପାକିସ୍ତାନଠାରୁ ବେଲୁଚିସ୍ତାନ ଅଲଗା ହୋଇ ସ୍ୱତନ୍ତ୍ର…

ପୂଜା ବେଳେ ମାଆ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡ଼ି ଭାଙ୍ଗିଦେଲେ ୨ ଭଉଣୀ

କାମାକ୍ଷାନଗର: ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ଆବାହନ ପ୍ରତିଟି ଶିକ୍ଷାନୁଷ୍ଠାନ ଉତ୍ସବ ମୁଖରିତ ହୋଇ ଉଠିଛି । ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ଭଉଣୀଙ୍କ ହାଇଡ୍ରାମା ପାଇଁ ବିଦ୍ୟାଦାତ୍ରୀ…

ରଜରେ ବଡ଼ ପରଦାକୁ ଆସିବ ଅନୁଭବଙ୍କ ଅଭିନୀତ ରାବଣ

ଭୁବନେଶ୍ୱର: ରଜରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ରାବଣ । ଫିଲ୍ମ ରାବଣର ପ୍ରଥମ ପୋଷ୍ଟର ସହ ଟିଜର ରିଲିଜ୍ ହୋଇଛି । ଯେଉଁଥିରେ ଅନୁଭବ ମହାନ୍ତିଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିବ । ଓଡ଼ିଆ ସହ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ରାବଣ ଫିଲ୍ମର ଏହା ହେଉଛି ପ୍ରଥମ ଭାଗ । ଯାହାକି…

ମହିଳା IPL: ଆଦାନୀ ଓ ଅମ୍ବାନୀ କିଣିଲେ ଟିମ୍

ମୁମ୍ବାଇ: ଆଇପିଏଲ୍ ପରେ ଡବ୍ଲୁପିଏଲ୍ । ୱିମେନ୍ ପ୍ରିମିୟର ଲିଗ୍ (WPL)ର ପ୍ରଥମ ସଂସ୍କରଣ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ବିସିସିଆଇ ୫ଟି ଟିମକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ଆୟ କରିଛି । ୫ଟି ଟିମରୁ ବିସିସିଆଇକୁ ମିଳିଛି ୪୬୬୯.୯୯ କୋଟି ଟଙ୍କା ।…

କେଉଁଠୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ? ଲୋକସଭା ନା ବିଧାନସଭା ପ୍ରାର୍ଥୀ ହେବେ ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଯେତିକି ପାଖଉଛି, ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ ଏଥର ନିର୍ବଚାନ ଲଢ଼ିବେ । ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ…

ବାବୁ ଭାବୁଛନ୍ତି ଲୋକ ପ୍ରତିନିଧିଙ୍କ ଠାରୁ ସେମାନେ ବଡ଼: ସୌମ୍ୟ

ଭୁବନେଶ୍ୱର: ଗଣତନ୍ତ୍ରର ସରକାରରେ କିଏ ବଡ଼ ? ଅଫିସର, ଲୋକ ପ୍ରତିନିଧି ନା ଜନତା ? ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକ ପ୍ରତିନିଧି ବଡ଼ ନା ପ୍ରଶାସକ ବଡ଼ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଅନେକ ସମୟରେ କିଛି ପ୍ରଶାସକ ଭାବୁଛନ୍ତି, ସେମାନେ ଲୋକ ପ୍ରତିନିଧିଙ୍କଠାରୁ ବଡ଼…

ଓଡ଼ିଶାରେ ନବୀନ ସବୁ ଦଳର ସଭାପତି: ଶିଶିର ଗମାଙ୍ଗ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଦଳର ସଭାପତି । ଓଡ଼ିଶାରେ ନବୀନଙ୍କ ନିୟନ୍ତ୍ରଣରେ ସବୁ ଦଳ । ଏଭଳି ସାଂଘାତିକ ବୟାନ ଦେଇଛନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ । ଆଜି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ଯେତିକି…

ଶିକାରୀଙ୍କ ଟାର୍ଗେଟରେ ବାଘ: ପୁଣି ବାଘ ଛାଲ ଜବତ

ମୟୂରଭଞ୍ଜ: ଶିକାରୀଙ୍କ ଟାର୍ଗେଟରେ ବାଘ । ପୁଣି ବାଘ ଛାଲ ଜବତ ଜବତ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନେ ହେଲେ ଭୋଳାଗଡିଆ ଗ୍ରାମର ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ସାହୁ ଓ ବଣିଆବସା ଗ୍ରାମର ଗେଣ୍ଡୁରୁ । ମଙ୍ଗଳବାର ରାତିରେ ଖୁଣ୍ଟା ପୋଲିସ କୌଣସି ସୂତ୍ରରୁ…

ଜାଗ୍ରତିଙ୍କ ପାଇଁ ଅନୁଭବଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ଼ ? ଦେଖନ୍ତୁ କଣ କହିଲେ ଜାଗ୍ରତି ଶୁକ୍ଳା

ଭୁବନେଶ୍ୱର:  କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦରେ ଜାଗ୍ରତି ଶୁକ୍ଳାଙ୍କ ଭୂମିକାକୁ ନେଇ ବେଶ୍ ଚର୍ଚ୍ଚା ହୁଏ । ଏମିତିକି ଅଭିଯୋଗ ହୁଏ ଜାଗ୍ରତିଙ୍କ ପାଇଁ ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଛି । ଅନେକ ସମୟରେ ଜାଗ୍ରତି ଶୁକ୍ଳା…