Latest Odisha News

BREAKING NEWS

Browsing

Video

ଅଧରାତିରେ ହାଇଡ୍ରାମା, ପୋଲିସକୁ ୩ କିଲୋମିଟର ଦୌଡ଼ାଇଲେ ମଦୁଆ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଚାଲିଛି ରେସ୍ । ମଦୁଆଙ୍କ ଗାଡ଼ି ପଛେ ପଛେ ପିଛା କରୁଛି ପିସିଆର୍ ଭ୍ୟାନ୍ । ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବଳେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ନିଶାଡ଼ି ଏମିତି ପୋଲିସକୁ ଅଧ ଘଣ୍ଟା ଧରି ନାକେଦମ୍ କରିଥିଲେ । ମଦ ପିଇ କଳା ରଙ୍ଗର କାରରେ ୩ ଯୁବକ…

ରୀତାଙ୍କ ହାତରୁ ମନ୍ତ୍ରୀ ପଦ କାଢ଼ି ସୁଶାନ୍ତ ସିଂଙ୍କୁ ପୁଣି ଦେବେ କି ନବୀନ ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ବରଗଡ଼ ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ପଦ୍ମପୁରରେ ଦଳର ଐତିହାସିକ ବିଜୟ ପାଇଁ ବିଜେଡି ନେତା ଓ କର୍ମୀ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶ୍ରେୟ ଦେଉଛନ୍ତି । କିନ୍ତୁ ଚର୍ଚ୍ଚା…

ଗୋବିନ୍ଦଙ୍କ ପାଇଁ ଧୂଳିସାତ୍ ହେବ କି ଦିବ୍ୟଶଙ୍କରଙ୍କ ରାଜନୈତିକ ଭବିଷ୍ଯତ ?

ଭୁବନେଶ୍ୱର: ମମିତାଙ୍କ ପାଇଁ ସମ୍ଭବତଃ ଯାଇଥିଲା ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦ । ଗୋବିନ୍ଦ ସାହୁଙ୍କ ପାଇଁ ଅଡ଼ୁଆରେ ତାଙ୍କର ରାଜନୈତିକ ଭବିଷ୍ୟତ ? ମମିତା ମେହେର ହତ୍ୟାକାଣ୍ଡର ମୁଖ୍ଯ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିବା ପରେ ଅନେକ ପ୍ରଶ୍ନ ଉଠୁଛି ।…

ନିର୍ବାଚନକୁ ନେଇ ସିରିୟସ୍ ନୁହେଁ କଂଗ୍ରେସ, ୨୪ରେ ସ୍ୱାଧୀନ ପ୍ରାର୍ଥୀ ହେବେ ମହମ୍ମଦ ମୋକିମ୍ !

ଭୁବନେଶ୍ୱର: ଦଳ ଭିତରେ ବିରୋଧ । ୨୦୨୪ରେ କଂଗ୍ରେସ ଟିକେଟ୍ ନ ମିଳିଲେ ସ୍ୱାଧୀନ ଭାବେ ଲଢ଼ିବେ ମହମ୍ମଦ ମୋକିମ୍ । ସନ୍ଦୀପଙ୍କ ସହ ଜବାବ ସୁଆଲ୍ କାର୍ଯ୍ୟକ୍ରମରେ ଭାଗ ନେଇ ବାରବାଟି-କଟକ ବିଧାୟକ ମୋକିମ୍ କହିଛନ୍ତି, ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟାର୍ଗେଟ୍ କରାଯାଉଛି । ତେବେ…

ଭାରତୀୟ ସେନାରେ ସାମିଲ୍ ହେବ କ୍ଷେପଣାସ୍ତ୍ର ‘ପ୍ରଳୟ’, ଚୀନ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ: ନଜର ରଖିବ, ଅମାନିଆ ହେଲେ ନିମିଷକେ ଧ୍ୱଂସ କରି ଦେବ । ଏଲଏସିରେ ଚୀନକୁ ନେଇ ବିବାଦ ଭିତରେ ଭାରତୀୟ ସେନା ‘ପ୍ରଳୟ’ ବାଲିଷ୍ଟିକ ମିସାଇଲକୁ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ ମନରେ ଭୟ ସଞ୍ଚାର କରିଥିବା କୁହାଯାଉଛି । ୧୫୦ରୁ…

ଅର୍ଚ୍ଚନା ହନିଟ୍ରାପ୍ ମାମଲା, ଆସିଲା ଫରେନ୍ସିକ ଆନାଲିସିସ୍ ରିପୋର୍ଟ

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲ୍ ଓ ବ୍ଲାକମନି । ଡିଜିଟାଲ୍ ଡିଭାଇସରୁ ମିଳିଲା ପ୍ରମାଣ । କାହାକୁ ବ୍ଲାକମେଲ୍ କରୁଥିଲେ ନାଗ-ଚାନ୍ଦ ଦମ୍ପତି ? ଆଉ କିଏ ଥିଲା ଅର୍ଚ୍ଚନାଙ୍କ ନାଗୁଣୀ ନଜରରେ ? ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ଜବତ ଡିଜିଟାଲ୍ ଡିଭାଇସର ଫରେନ୍ସିକ ରିପୋର୍ଟ ଆସିଛି…

ଶସ୍ତା ହେବ ସିଲିଣ୍ଡର, ରୋଷେଇ ଗ୍ୟାସ୍ ୫୦୦ ଟଙ୍କାରେ ଦେବେ ସରକାର

ଜୟପୁର: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ଦରବୃଦ୍ଧି ଯୋଗୁ ବିଗିଡ଼ି ଯାଇଥିବା ବଜେଟକୁ ଆଶ୍ୱସ୍ତି ଦେବ ରୋଷେଇ ଗ୍ୟାସ୍ । ୨୦୨୩ ଏପ୍ରିଲ୍ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୫ ଶହ ଟଙ୍କାରେ ମିଳିବ । ବିପିଏଲ୍ କାର୍ଡଧାରୀ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇବେ ।…

OPSC ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଏମିତି କରନ୍ତୁ ଆବେଦନ

କଟକ: ଆପଣ କଣ ଚାକିରି ଖୋଜୁଛନ୍ତି କି ? ଯଦି ହଁ ତେବେ ଏ ଖବର ଆପଣଙ୍କ ପାଇଁ । OPSC- ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନଙ୍କ ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞାପନ ବାହାରିଛି । ଗ୍ରୁପ୍ ବି ଷ୍ଟାଟିଷ୍ଟିକାଲ ଅଫିସର ପଦରେ ୩୩ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ଆଶାୟୀ ଆବେଦନକାରୀ…

ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି କଲେ ବସ୍ତିବାସିନ୍ଦା

ପାରାଦୀପ: କାରଖାନା ହେଉ ଆପତ୍ତି ନାହିଁ । ବସ୍ତି ଉଚ୍ଛେଦ ପୂର୍ବରୁ ଥଇଥାନ କରନ୍ତୁ, ଘର ଭାଙ୍ଗିବା ପୂର୍ବରୁ ଆମକୁ ଘର ଦିଅନ୍ତୁ । ପାରାଦୀପ ମ୍ୟୁନିସିପାଲିଟି ୬ ୱାର୍ଡର ବାଉରିଆପାଳନ୍ଦା ବସ୍ତି ବାସିନ୍ଦା ଏମିତି ଦାବି କରିଛନ୍ତି । ବାଉରିଆପାଳନ୍ଦା ନିକଟରେ ଏସାର ମିନମେଣ୍ଟ ପେଲେଟ୍…

ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ?

ଭୁବନେଶ୍ୱର: ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ? ମଣ୍ଡପରେ ଅନୁଭବଙ୍କ ସାତ ଘେରା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବର୍ଷାଙ୍କ ସହ ପାରିବାରିକ ବିବାଦକୁ ନେଇ ଅନୁଭବ ଛନ୍ଦି ହୋଇ ପଡ଼ିଥିବା ବେଳେ ବିବାହ ବିଚ୍ଛେଦ…