Latest Odisha News
Browsing

Video

‘ଦ୍ୱିତୀୟ ଥର ପଢିବାକୁ’ ଟିପିରେ ଲେଖାହୋଇଥିଲା, ଭୁଲରେ ପଢିଦେଲେ ବାଇଡେନ !

ଓ୍ୱାଶିଂଟନ: ପୁଣିଥରେ ଚର୍ଚ୍ଚାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଏକ ସ୍ପିଚ ଦେଉଥିବା ବେଳେ ସାମ୍ନାରେ ଥିବା ଟେଲିପ୍ରମ୍ପଟରକୁ ଦେଖି ପଢୁଥିଲେ ବାଇଡେନ । ଏହି ସମୟରେ ଗୋଟିଏ ଧାଡିକୁ ପୁନର୍ବାର ପଢିବାକୁ ଟିପିରେ ଲେଖାହୋଇଥିଲା । ଏହା ମନେପକାଇବା ପାଇଁ ବାଇଡେନଙ୍କ ଉଦ୍ଦେଶ୍ୟରେ…

ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ: ଏକନାଥଙ୍କ ସହ ଶିବସେନାର ୪୦ ବିଧାୟକ !

ଗୌହାଟି: ମହାରାଷ୍ଟ୍ରରେ ଶାସକ ଦଳରେ ବିଦ୍ରୋହ । ଶିବସେନାର ୪୦ ବିଧାୟକ ସୁରତରୁ ଆସି ଗୌହାଟିରେ ପହଁଚିଛନ୍ତି। ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନ ଯୋଗେ ଏହି ବିଧାୟକ ଆସି ଆସାମରେ ପହଁଚିଛନ୍ତି। ଗୌହାଟିରେ ପହଞ୍ଚିବାପରେ ଏକନାଥ ସିନ୍ଦେ କହିଛନ୍ତି, ତାଙ୍କ ସହିତ ଏଠାରେ ୪୦ ବିଧାୟକ ରହିଛନ୍ତି।…

[ଦେଖନ୍ତୁ ଭିଡିଓ] କୂଅରୁ ମିଳିଲା ୨୦୦ ବର୍ଷ ତଳର ପୁରୁଣା ପଥର, ଶିବଲିଙ୍ଗ କହି ଲୋକେ କରୁଛନ୍ତି ପୂଜା

ମୁମ୍ବାଇ: ଜ୍ଞାନବ୍ୟାପୀ ମସଜିଦରୁ କଥିତ ଶିବଲିଙ୍ଗ ମିଳିବା ନେଇ ଦେଶବ୍ୟାପୀ ବିବାଦ ଥମିନି । ଆଉ ଏବେ ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲା କରଞ୍ଜ ସହରର ଏକ କୂଅରୁ ମିଳିଥିବା ନୂଆ ପଥରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ସ୍ୱତନ୍ତ୍ର ପଥରକୁ ପୂଜାରୀ ଶିବଲିଙ୍ଗ କହୁଥିବା ବେଳେ ଲୋକେ…

ତୁରନ୍ତ କରି ନିଅନ୍ତୁ ଏହି କାମ, ନହେଲେ ମିଳିବନି ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା

ନୂଆଦିଲ୍ଲୀ: କଣ ଆପଣ ଜଣେ କୃଷକ ? ଆପଣ କଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ? ଯଦି ହଁ ତାହେଲେ ଆଉ ବିଳମ୍ବ କରନ୍ତୁ ନାହିଁ । ପିଏମ୍ କିଷାନ ଯୋଜନାରେ ହିତାଧିକାରୀଙ୍କୁ ୧୧ଟି କିସ୍ତି ମିଳି ସାରିଛି । ଆଉ ୧୨ ନମ୍ବର କିସ୍ତିରେ ଟଙ୍କା ମିଳିବାକୁ ଯାଉଛି । ତେବେ ଏହି…

[ଦେଖନ୍ତୁ ଭିଡିଓ] 6G ଆସିଲେ କେମିତି ବଦଳି ଯିବ ଦୁନିଆ ?

ନୂଆଦିଲ୍ଲୀ: ବେକାର ହୋଇଯିବ ସ୍ମାର୍ଟଫୋନ୍ ! ମଣିଷ ଦେହରେ ଲାଗିବ ଚିପ୍ । 6G ଆସିଲେ ବଦଳି ଯିବ ଦୁନିଆ । ଇତିହାସ ପାଲଟିବାକୁ ଯାଉଛି ଆପଣଙ୍କ ହାତରେ ଥିବା ଦାମୀ ହ୍ୟାଣ୍ଡସେଟ୍ । ୨ ଦଶକ ପୂର୍ବରୁ ସ୍ମାର୍ଟଫୋନ୍ ଭଳି କୌଣସି ଯନ୍ତ୍ରକୁ ଧରି ବୁଲିବା ଯାହା କଳ୍ପନା ମାତ୍ର ଥିଲା । ଆଉ…

ତାଜ ହୋଟେଲକୁ ନାନୋ କାରରେ ଆସିଲେ ରତନ ଟାଟା

ମୁମ୍ବାଇ: ଦେଶ ନିର୍ମାଣରେ ସର୍ବାଧିକ ଅବଦାନ ରଖିଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ଶିଳ୍ପପତି ରତନ ଟାଟା । ନିଜର ନମ୍ର ବ୍ୟବହାର ଏବଂ ମିଷ୍ଟଭାଷା ପାଇଁ ସବୁବେଳେ ଲୋକଙ୍କ ପାଖରେ ଗ୍ରହଣୀୟତା ହୋଇପାରୁଥିବା ଏହି ବ୍ୟକ୍ତି ପୁଣିଥରେ ଚର୍ଚ୍ଚାରେ । ଏକ ଭିଡିଓ ଭାଇରାଲ ହୋଇଛି…

EXCLUSIVE: ଓଟିଭିର ସଫଳତା ପଛର କାହାଣୀ: ଜଗି ମଙ୍ଗତଙ୍କ ଜୁବାନୀ

ଭୁବନେଶ୍ୱର: ଟେଲିଭିଜନ ରେଟିଂ ପଏଣ୍ଟ ମାପୁଥିବା ସଂସ୍ଥା ବାର୍କ ଦ୍ୱାରା ଓଡ଼ିଶା ଟିଭି ବା ଓଟିଭି ରାଜ୍ୟର ଏକ ନମ୍ବର ନ୍ୟୁଜ ଚ୍ୟାନେଲ । ନିକଟରେ ଏହି ଚ୍ୟାନେଲ ୨୫ ବର୍ଷରେ ପାଦ ଥାପିଛି। ଦୀର୍ଘ ବର୍ଷ ଧରି ଓଟିଭି ରାଜ୍ୟରେ ଏକ ନମ୍ବର ଚ୍ୟାନେଲ ହୋଇ ରହିଛି । ନମ୍ବର ଏକ ଏବଂ ନମ୍ବର ଦୁଇ…

ଆନ୍ଦୋଳନ ପାଇଁ ପ୍ରସ୍ତୁତି ବେଳେ ମୁହଁ ଖୋଲିଲେ ଗଜପତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ପ୍ରଶାସନ ବିବାଦ ଘେରକୁ ଠେଲି ହୋଇଯାଉଛି । ଗୋଟିଏ ପଟେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ସପକ୍ଷରେ ପୁରୀ ବଡ ଦାଣ୍ଡକୁ ଶହ ଶହ ଶ୍ରଦ୍ଧାଳୁ ଆସିବେ ବୋଲି ଜଣାପଡିଛି । ଆଉ ଏହାରି ଭିତରେ ଦୀର୍ଘ ଦିନର ନିରବତା ପରେ ଗଜପତି ଜବାବ ରଖି…

[ଭାଇରାଲ ଭିଡ଼ିଓ] ମହିଳାଙ୍କ ଦୁଃସାହସିକତା: ବିଦ୍ୟୁତ୍ ତାରରେ ଶୁଖାଉଛନ୍ତି ଲୁଗା

ଭୁବନେଶ୍ୱର: ଆପଣ ଅନେକ ଦୁଃସାହସିକ କାର୍ଯ୍ୟ ନିଜ ଜୀବନରେ ଦେଖିଥିବେ । କେଉଁଠି ଆକାଶରେ ଉଡିବା ହେଉ କି ପାଣିରେ ବୁଡିବା । ଆହୁରି ମଧ୍ୟ ଅନେକ କିଛି । ତେବେ ଆଜି ଆମେ ଆପଣନକୁଜନେ ମହିଳାଙ୍କର ଏପରି ଏକ ଦୁଃସାହସିକ କାର୍ଯ୍ୟ ଦେଖାଇବୁ ଯାହା ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ।…

ଭୋଟରଙ୍କୁ ପ୍ରବର୍ତ୍ତାଇ ଗିରଫ ହେଲେ ପୋଲିଂ କର୍ମଚାରୀ, ଦେଖନ୍ତୁ ଭିଡିଓ

ଗୋପ : ଓଡିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଜଣେ ପୋଲିଂ କର୍ମଚାରୀ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ବୁଥ୍ ନଂ ୧୨୭ରେ । ମିଳିଥିବା ସୂଚନାନୁଯାୟୀ…