Latest Odisha News
Browsing

Video

ଛତିଶଗଡରେ ଗରିବ ଅସ୍ତ୍ରରେ ମୋଦିଙ୍କ ଆକ୍ରମଣ, ବସ୍ତର ବନ୍ଦ କରିଦେଲା କଂଗ୍ରେସ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟକୁ ମାରାଥନ ଗସ୍ତ କରୁଛନ୍ତି। ଏହି କ୍ରମରେ ମୋଦି ଛତିଶଗଡ଼ ଗସ୍ତ କରିଛନ୍ତି। ଛତିଶଗଡ଼ ଜଗଦଲପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବିହାରରେ…

ବାଲେଶ୍ୱର ସଦରରେ ଏଥର ଜୀବନ ପ୍ରଦୀପ ଖେଳିବେ ଖେଳ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେଉଁ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ହେଉଛି ସେଥିମଧ୍ୟରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ୟତମ। ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଦଖଲକୁ ଯାଇଥିଲା। ଲଗାତର ଦୁଇଥର ବିଜେଡି ଟିକେଟରୁ ଜିତିଥିବା ଜୀବନ…

ରାଜସ୍ଥାନରେ ବସୁନ୍ଧରା ଆଉଟ, ଦିୟା କୁମାରୀଙ୍କୁ ନେଇ ବିଜେପି ଖେଳିବ ବଡ଼ ଗେମ !

ଭୁବନେଶ୍ୱର: ବଦଳୁଛି ରାଜସ୍ଥାନ ରାଜନୀତିର ସମୀକରଣ। ରାଜସ୍ଥାନ ବିଜେପିର ପ୍ରମୁଖ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଆଉ କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳିଛି। ଆଉ ଜଣେ ନୂଆ ନେତୃତ୍ୱକୁ ତାଙ୍କ ସ୍ଥାନ ପୂରଣ ପାଇଁ ଦଳ ଆଗକୁ…

ଶର୍ମିଳାଙ୍କ ହାତ ଧରୁନାହାନ୍ତି ରାହୁଲ, ଆଉ ବିଳମ୍ବ ହେଲେ ଦୁରେଇଯିବେ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତେଲେଙ୍ଗାନା ରାଜନୀତି ସେତିକି ସରଗରମ ହେଉଛି। ଦେଶର ପ୍ରମୁଖ ଚାରୋଟି ରାଜ୍ୟର ନିର୍ବାଚନ ଉପରେ ରାଜନୈତିକ ଦଳଗୁଡିକର ନଜର ରହିଥିବା ବେଳେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ ଉଦ୍ୟମକୁ ଜୋରଦାର କରୁଛି। ଲଗାତର ଶାସନ କ୍ଷମତାରେ ଥିବା…

ବିଜେଡି ପାଇଁ ଦେଶରେ ମହିଳାଙ୍କୁ ମିଳିଲା ସଂରକ୍ଷଣ !

ଭୁବନେଶ୍ୱର: ସଂସଦରେ ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଜାତୀୟ ସ୍ତରରେ ଏହାକୁ ନେଇ ବିବାଦ ଓ ଶ୍ରେୟର ଲଢେଇ ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ଶାସକ ଦଳ ବିଜେଡି ଏହି ପ୍ରସଙ୍ଗକୁ ନେଇ ମାହୋଲ ତିଆରି କରିବା ଆରମ୍ଭ କରିଛି। ବିଶେଷ କରି…

ଛେଣ୍ଡିପଦାରେ ପୁଣିଥରେ ସୁଶାନ୍ତ !

ଭୁବନେଶ୍ୱର: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମିତି ଏକ ନିର୍ବାଚନ ମଣ୍ଡଳୀ ହେଉଛି ଅନୁଗୁଳ…

ହାଇଦ୍ରାବାଦରେ ସିଡବ୍ଲୁସି ବୈଠକ, ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ସିଡବ୍ଲୁସିର ନୂଆ କମିଟି ବୈଠକ ହାଇଦ୍ରାବାଦରେ ବସିଛି। ଆଗକୁ ଦେଶର ପ୍ରମୁଖ ରାଜ୍ୟର ନିର୍ବାଚନ ଥିବାବେଳେ ଲୋକସଭା ନିର୍ବାଚନ ରହିଛି। ତେଣୁ ଦଳର ସ୍ୱତନ୍ତ୍ର ରଣନୀତିକୁ ନେଇ ଆଲୋଚନା ହୋଇଛି। ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ…

ନିଜେ ବୁଡିବା ସହ ‘ଇଣ୍ଡିଆ’ କୁ ବୁଡାଇବେ ନୀତିଶ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ନିର୍ଣ୍ଣାୟକ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆ ମେଣ୍ଟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଏକ ପ୍ରମୁଖ ଚେହେରା ଚୟନ ଓ ସିଟ ଭାଗବଣ୍ଟା। ଯାହାକୁ ନେଇ ବିରୋଧୀ ମେଣ୍ଟ ଜୋରଦାର ମନ୍ଥନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ବିହାର…

ଏମପିରେ ମୋଦିଙ୍କ ଆଶୀର୍ବାଦ ସହ ରାହୁଲଙ୍କ ଆକ୍ରୋଶ ଲଢେଇ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ଲୋଭନୀୟ ଯୋଜନା ଓ ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ କରିଛନ୍ତି।…

କାହାର ହେବ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର!

ଭୁବନେଶ୍ୱର: ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀ ମାନେ ତତ୍ପର ହୋଇଉଠିଲେଣି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ଅଙ୍କାକଷା ଆରମ୍ଭ କରିଛନ୍ତି। କିନ୍ତୁ ଏସବୁ ଭିତରେ ରାଜ୍ୟର ଏମିତି କିଛି…