Latest Odisha News

BREAKING NEWS

ବେଲଗାମ ହେଉଛି କରୋନା, ଆଉ ୧୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ଭଦ୍ରକ ଜିଲ୍ଲାର ୬ ଜଣ ଏବଂ ଯାଜପୁରର ୪ ଜଣ ଆକ୍ରାନ୍ତ ।

ବର୍ତ୍ତମାନର ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ସଂଖ୍ୟା ୫୯ରେ ପହଂଚିଛି । ସେହିପରି ଭଦ୍ରକରେ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗୋଟିଏ ଦିନରେ ବର୍ତ୍ତମାନ ସୁଦ୍ଧା ୬୮ ଜଣଙ୍କ ନମୂନା ପଜିଟିଭ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ରେ ପହଂଚିଛି ।

Leave A Reply

Your email address will not be published.