Latest Odisha News

BREAKING NEWS

ଆଜିଠୁ ଅନଲାଇନରେ ଟ୍ରେନ୍ ଟିକେଟ୍ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା ଜୁନ୍ ୧ ତାରିଖରୁ ପ୍ରାୟ ୨୦୦ଟି ସଂରକ୍ଷିତ ଟ୍ରେନ ଚଳାଚଳ କରାଯିବ। ଯେଉଁଥିପାଇଁ ଆଜିଠାରୁ ଅନଲାଇନ ମାଧ୍ୟମରେ ଟିକେଟ ବୁକିଂ ଆରମ୍ଭ ହେଉଛି।

ଏହି ଟ୍ରେନ୍ ଗୁଡିକ ମଧ୍ୟରେ ରହିଛି- ଦୁରୋନ୍ତୋ, ସମ୍ପର୍କ କ୍ରାନ୍ତି, ଜନ ଶତାବ୍ଦୀ ଆଦି ଟ୍ରେନ୍। ଏଥିରେ ଉଭୟ ଏସି ଏବଂ ନନ୍-ଏସି ଶ୍ରେଣୀ ଏବଂ ଜେନେରାଲ କ୍ଲାସ୍ କୋଚ ପାଇଁ ରିଜର୍ଭେସନ ରହିବ।

ଯାତ୍ରୀମାନେ ଅନଲାଇନ୍ ଜରିଆରେ ଆଇଆରସିଟିସି ୱେବସାଇଟ୍ କିମ୍ବା ଆପ୍ ଜରିଆରେ ଟିକେଟ୍ ବୁକିଂ କରିପାରିବ।

Leave A Reply

Your email address will not be published.