ବିଶିଷ୍ଟ ଓଲିଉଡ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ
କଟକ : ଓଡିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଜଣାଶୁଣା ପ୍ରଯୋଜକ ସୁବାସ ରାଉତଙ୍କ ଦେହାନ୍ତ ଘଟିଛି ।
ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଆଜି ଭୋରରୁ କଟକର ଛତ୍ରବଜାର ସ୍ଥିତ ନିଜ ବାସଭବନରେ ସେ ଇହଲୀଳା ତ୍ୟାଗ କରିଛନ୍ତି ।
ଏଥିସହିତ ସେ ଅନେକ ଦିନରୁ କ୍ୟାନସର ରୋଗରେ ପିଡିତ…