ଜାମିନ ଖାରଜ ପରେ ଶିଳ୍ପପତି ମହିମା ମିଶ୍ରଙ୍କ କୋର୍ଟରେ ଆତ୍ମସମର୍ପଣ
ଜଗତସିଂହପୁର : ସୁପ୍ରିମକୋର୍ଟ ଦ୍ୱାରା ଜାମିନ ଖାରଜ ପରେ ଶିଳ୍ପପତି ମହିମା ମିଶ୍ର ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।
ସୂଚନା ଅନୁଯାୟୀ କୁଜଙ୍ଗର ପ୍ରଥମ ଶ୍ରେଣୀ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି ମହିମାନନ୍ଦ ମିଶ୍ର ।
ସେ ସିୱେଜ ସିପିଙ୍ଗ କମ୍ପାନୀର ଜେନେରାଲ ମ୍ୟାନେଜର…