‘ସୋଆ’ ଛାତ୍ରଛାତ୍ରୀଙ୍କ ଦ୍ୱାରା ବସ୍ତିପିଲାଙ୍କ ଲାଗି ଆରମ୍ଭ ହେଲା ‘ଜାଗୋ’ କାର୍ଯ୍ୟକ୍ରମ
ଭୁବନେଶ୍ୱର : ବସ୍ତିର ପିଲାମାନଙ୍କୁ ପାଠପଢାଇବା ସଙ୍ଗେସଙ୍ଗେ ସଙ୍ଗୀତ ଓ ନୃତ୍ୟ ଆଦି ଶିଖାଇବା ପାଇଁ ଏକ ଅଭିନବ ଅଭିଯାନ ହାତକୁ ନେଇଛନ୍ତି ‘ଶିକ୍ଷା ଓ ଅନୁସନ୍ଧାନ’ର ଛାତ୍ରଛାତ୍ରୀମାନେ ।
ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ୭ ରୁ ୮ଟି ବସ୍ତିର ପିଲାମାନେ ନିଜକୁ କିଭଳି ପାଠପଢା ସହିତ…