Latest Odisha News

BREAKING NEWS

Yearly Archives

2018

କେରଳ ବନ୍ୟା ଦୁର୍ଗତଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ୱର : କେରଳର ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ଲୋକମାନଙ୍କର ସହାୟତା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶା ଡ଼ିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ ଆସୋସିଏସନ ପକ୍ଷରୁ କେରଳ ବନ୍ୟା ଦୁର୍ଗତଙ୍କ…

ଏସୀୟ କ୍ରୀଡ଼ା: ମହିଳା କୁସ୍ତିରେ ବ୍ରୋଞ୍ଜ୍ ଜିତିଲେ ଦିବ୍ୟା କାକରନ୍

ଜାକର୍ତ୍ତା: ଏସିଆନ ଗେମ୍ସ କୁସ୍ତିରେ ଭଲ ପ୍ରଦର୍ଶନ ଜାରି ରଖିଛି ଭାରତ । ମହିଳା ୬୮ କେଜି ଫ୍ରିଷ୍ଟାଇଲ୍ ବର୍ଗରେ ଭାରତୀୟ ମହିଳା ପହେଲମାନ ଦିବ୍ୟା କାକରନ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ଭାରତ ସନ୍ତରଣରେ ଏକ ପଦକ ହାତଛଡ଼ା କରିଛି । ଭାରତୀୟ ସନ୍ତରଣକାରୀ ବୀର୍ଧୱାଲ୍ ଖାଡ଼େ…

ଏସୀୟ କ୍ରୀଡ଼ା: ପୁରୁଷ ‘ସିପକଟାକ୍ରୋ’ ଦଳକୁ ମିଳିଲା ବ୍ରୋଞ୍ଜ୍

ଜାକର୍ତ୍ତା : ମଙ୍ଗଳବାର ଏସିଆନ ଗେମ୍ସରେ ଭାରତ ଲାଗି ଶୁଭ ମଙ୍ଗଳବାର ସାବ୍ୟସ୍ତ ହୋଇଛି । ସୁଟିଂରେ ଭାରତ ୩ଟି ପଦକ ହାସଲ କରିଥିବା ବେଳେ ପୁରୁଷ ସିପକଟାକ୍ରୋ ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିବାରେ ସକ୍ଷମ ହୋଇଛି । ଏସିଆନ ଗେମ୍ସରେ ଭାରତ ପ୍ରଥମଥର ଲାଗି…

କେରଳ ବନ୍ୟା: ୭ଶହ କୋଟିର ଆର୍ଥିକ ସହାୟତା ଦେଲା ୟୁଏଇ

ନୂଆଦିଲ୍ଲୀ : କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଆଡୁ ସହାୟତାର ହାତ ବଢୁଛି । ଲୋକମାନଙ୍କୁ ପାଣି ଘେରରୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖାଯାଉଛି । ପ୍ରାୟ ୭ ଲକ୍ଷ ଲୋକ ଏବେ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି । ରାଜ୍ୟବ୍ୟାପି ଏବେ ସଂକ୍ରାମକ ରୋଗ…

ଭାରସାମ୍ୟ ହରାଇ ନଦୀକୁ ଖସିଲା ତୀର୍ଥଯାତ୍ରୀ ବସ୍

ଶ୍ରୀନଗର : ଜମ୍ମୁ-କଶ୍ମୀରର କିସ୍ତବାଡ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ସମସ୍ତ ଶ୍ରଦ୍ଧାଳୁ ମଚ୍ଛଲି ମାତାଙ୍କ ଦର୍ଶନ ନିମନ୍ତେ ଯାଉଥିଲେ । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏହି ବସ୍ କୌଣସି ବଶତଃ ଭାରସାମ୍ୟ ହରାଇ ଚେନାବ ନଦୀକୁ ଖସି ପଡିବାରୁ…

ଏସୀୟ କ୍ରୀଡ଼ା: ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ସୌରଭ, ଅଭିଷେକ ଓ ସଞ୍ଜୀବଙ୍କୁ ରୌପ୍ୟ ପଦକ

ଜାକର୍ତ୍ତା : ଭାରତୀୟ ସୁଟର୍ ଙ୍କ ଠାରୁ କ୍ରୀଡ଼ାପ୍ରେମୀମାନେ ଅନେକ ଆଶା ରଖିଛନ୍ତି । ଅଲିମ୍ପିକ୍ସ ହେଉ କି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସୁଟିଂରେ ଭାରତର ଭଲ ରେକର୍ଡ ରହିଛି । ଚଳିତ ଏସିଆନ ଗେମ୍ସରେ ଯୁବ ଭାରତୀୟ ସୁଟର୍ ସୌରଭ ଚୌଧୁରୀ ଭାରତ ଲାଗି ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁଟିଂର…

‘ହେଲୋ ହେଲୋ’ରେ ଜଲୱା ଦେଖାଇବେ ମଲାଇକା

ଅନେକ ବ୍ୟବଧାନ ପରେ ବଡ ପରଦାକୁ କମବ୍ୟାକ୍ କରୁଛନ୍ତି ମଲାଇକା । ‘ପଟାଖା’ ନାମକ ଫିଲ୍ମର ଏକ ଗୀତରେ ସେ ନିଜର ହଟ୍ ଲୁକରେ ନଜର ଆସିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ବିଶାଳ ଭରଦ୍ୱାଜ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ବିଶାଳଙ୍କ ଏହି ଫିଲ୍ମରେ ଆଇଟମ ନମ୍ବର ରଖାଯାଇଛି । ‘ହେଲୋ…

କେରଳ ବନ୍ୟା: ସହାୟତାର ହାତ ବଢାଇଲେ ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ : କେରଳ ବନ୍ୟା ପୀଡିତଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ କେରଳ ସରକାର ତଥା ବନ୍ୟା ପ୍ରପୀଡିତ ଲୋକମାନଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ରାଜ୍ୟ ତଥା ଜନସାଧାରଣ ଅଣ୍ଟା ଭିଡିଛନ୍ତି । କେରଳକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ସାମିଲ ହୋଇଛନ୍ତି…

ରାଜଧାନୀରେ ଚାଞ୍ଚଲ୍ୟ: ସ୍କୁଲ ଖେଳପଡ଼ିଆରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ଏବେ ଦିନକୁ ଦିନ ଅପମୃତ୍ୟୁ ଓ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସକାଳେ ନୟାପଲ୍ଲୀର ଆଇ.ଆର.ସି ଭିଲେଜ ହାଇସ୍କୁଲ ପରିସରରେ ଥିବା ଖେଳପଡ଼ିଆରୁ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି । ମିଳିଥିବା ସୂଚନାରୁ ପ୍ରକାଶ, ପ୍ରଥମେ କିଛି ସ୍ଥାନୀୟ ଲୋକେ…

ବିନିକା: ୧୨ ଘଣ୍ଟିଆ ବନ୍ଦ ପାଳନ, ସାଧାରଣ ଜୀବନଯାତ୍ରା ବ୍ୟାହତ

ସୋନପୁର : ସୋନପୁର ଜିଲ୍ଲାର ବିନିକାରେ ସ୍ଥାନୀୟ ଜନସାଧାରଣଙ୍କ ୧୨ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ସ୍ଥାୟୀ ଡ଼ାକ୍ତର ନିଯୁକ୍ତି ଦାବୀ ନେଇ ଏହି ବନ୍ଦ ପାଳନ କରାଯାଇଛି ।…