ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା: ଆସ୍ଥା ଭୋଟରେ ମୋଦିଙ୍କ ସରକାର ଜିତିଲା, ସରକାରଙ୍କ ସପକ୍ଷରେ ୩୨୫,…
ନୂଆଦିଲ୍ଲୀ : କେନ୍ଦ୍ରର ଏନଡ଼ିଏ ସରକାର ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ମତଦାନରେ ସଂସଦର ଆସ୍ଥା ଭାଜନ ହୋଇ ବିଜୟ ଲାଭ କରିଛି । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ଟି ଭୋଟ ମିଳିଥିବା ବେଳେ ଅନାସ୍ଥା ବିରୋଧରେ ୩୨୫ ଖଣ୍ଡ ଭୋଟ ମିଳିଛି । ସଂସଦର ଲୋକସଭା ସଦନରେ ଦୀର୍ଘ ୧୨ ଘଣ୍ଟାର ଆଲୋଚନାର…