Latest Odisha News

BREAKING NEWS

Yearly Archives

2018

ଭାରତର ଜବରଦସ୍ତ ଖେଳ ପ୍ରଦର୍ଶନ, ଭାରତ-ବେଲଜିୟମ ମ୍ୟାଚ ୨-୨ରେ ଡ୍ର

ଭୁବନେଶ୍ୱର: ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳି ଘରୋଇ ଭାରତୀୟ ଦଳ ଅପେକ୍ଷାକୃତ ଶକ୍ତିଶାଳୀ ବେଲଜିୟମ ସହିତ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଅନୁଷ୍ଠିତ ହୋଇଥିବା ଏହି ରୋମାଞ୍ଚକର ମ୍ୟାଚରେ ୩ୟ କ୍ୱାର୍ଟର୍ ସୁଦ୍ଧା ୧-୧ରେ ସମାନସ୍ତରରେ ଥିଲା । ତେବେ…

କାନାଡ଼ା-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ୧-୧ରେ ଡ୍ର, ବେଲଜିୟମ-ଭାରତର କଡ଼ା ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ବିଶ୍ୱକପ ହକି ପ୍ରତିଯୋଗିତାରେ ରବିବାର ଅନୁଷ୍ଠିତ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ୧ମ ମ୍ୟାଚ୍ ୧-୧ରେ ଡ୍ର ରହିଛି । ଆଜିର ୨ୟ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମ ଓ ଭାରତ ମଧ୍ୟରେ ଖେଳ ଆରମ୍ଭ ହୋଇଛି । ବେଲଜିୟମ ଏପର୍ଯ୍ୟନ୍ତ ୧-୦ରେ ଅଗ୍ରଣୀ…

ଦଳ ଛାଡ଼ିବେ କଂଗ୍ରେସ ବିଧାୟକ ନବ ଦାସ, ବିଜେଡ଼ିରେ ଯୋଗ ଦେବେ !

ଭୁବନେଶ୍ୱର: ଚର୍ଚ୍ଚାରେ କଂଗ୍ରେସ ବିଧାୟକ ନବ ଦାସ । କାର୍ଯ୍ୟକାରୀ ସଭାପତି ପଦ ସାଙ୍ଗକୁ ବିଧାୟକ ପଦବୀ ଛାଡି ଖୁବଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି । ଏପରିକି ସେ ଦଳ ବଦଳାଇ ବିଜେଡିରେ ଯୋଗଦେବେ ବୋଲି ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିଲା । ଏହି…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଭାଗବତ ଭୂଷଣ ବଳଭଦ୍ର ପଣ୍ଡା

ଏକବିଂଶ ଶତାବ୍ଦୀରେ ପାଲା ଜଗତରେ ଯେଉଁ କେତେଜଣ ଗାୟକ ବିପ୍ଳବ ଆଣିଛନ୍ତି, ନୂଆ ଧାରା ସୃଷ୍ଟି କରିଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛନ୍ତି ଭାଗବତ ଭୂଷଣ ତଥା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା । ବିଶେଷ କରି ପାଲାରେ ଆଧ୍ୟାତ୍ମିକ ଚିନ୍ତନ, ସାମାଜିକବାର୍ତା, ସମାଜ ଶିକ୍ଷା, ଅନ୍ଧବିଶ୍ୱାସ ଓ…

ବାରଙ୍ଗ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହିଠାରେ ଗତ ନଭେମ୍ବର ୨୫ ତାରିଖରେ ଘଟିଥିବା ଗୁଳିକାଣ୍ଡ ଘଟଣାର ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ଶନିବାର ରାତିରେ କମିଶନରେଟ ପୋଲିସ କଟକରୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ…

ଆସନ୍ତୁ ବୁଲିଯିବା ଗୋଆ: ମାପୁସାର ମାଛ ତରକାରୀ

ପ୍ରକୃତରେ ଭ୍ରମଣ ଅନୁଭୂତି ଲେଖିବା ଏକ କଷ୍ଟକର କାର୍ଯ୍ୟ। ତାହା ଏବେ ମୋର ଅନୁଭବ ହେଲା। କାରଣ ବୁଲିବା ସମୟରେ ସବୁ ଘଟଣା ଅାଉ ଅନୁଭୂତିକୁ ଲେଖିବା ବା ମନେ ରଖିବା ଏକ ଦୁରୁହ ବ୍ୟାପର ତଥାପି ମୁଁ ଚେଷ୍ଟା କରି ସେ ସବୁ ଲେଖିବାକୁ ଚେଷ୍ଟା କରୁଛି। ଏବେ କିଛି ଦିନ ତଳେ ଏକ ସାମାଜିକ ଉତ୍ସବରେ…

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅଶୋକ ମୀନା ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ ହୋଇଛି । ଏହି ଅଦଳବଦଳ ଫଳରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅଶୋକ ମୀନା ନିଯୁକ୍ତ ହୋଇଛନ୍ତି । ସାଧାରଣ ପ୍ରଶାସନର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ…

ଅଭିନବ ବିନ୍ଦ୍ରା ପ୍ରଥମ ଭାରତୀୟ ଭାବେ ପାଇଲେ ଆଇଏସଏସଏଫର ସର୍ବୋଚ୍ଚ ସମ୍ମାନ ‘ବ୍ଲୁ କ୍ରସ୍’

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ବିଶ୍ୱ ଚାମ୍ପିଅନ୍ ସୁଟର୍ ତଥା ବନ୍ଧୁକ ଚାଳନାରେ ପାରଦର୍ଶିତା ଲାଭ କରିଥିବା ଅଭିନବ ବିନ୍ଦ୍ରା ଦେଶ ପାଇଁ ପୁଣିଥରେ ଗୌରବ ଆଣିଦେଇଛନ୍ତି । ଏହି ମହାନ୍ ସୁଟର୍ ଅଭିନବ ବିନ୍ଦ୍ରାଙ୍କୁ ଅନ୍ତର୍ଜାତୀୟ ବନ୍ଧୁକ ଚାଳନା ଖେଳ ମହାସଂଘର…

ସେଲଟର ହୋମ୍ ଯୌନ ନିର୍ଯ୍ୟାତନା ମାମଲା: ସଂସ୍ଥାର ୨୨ଟି ଶାଖା ବନ୍ଦ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର/ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବାଲିଟଗିରିସ୍ଥିତ ସେଲ୍ଟର ହୋମରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ହେବା ପରେ ଶନିବାର ଦିନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଏହି ସେଲଟର ହୋମ୍ ସରକାରଙ୍କ ବିନା ଅନୁମତିରେ ଚାଲୁଥିଲା । ଗଣମାଧ୍ୟମକୁ ସୂଚନା…

ବାଲେଶ୍ୱରରେ ବଙ୍ଗୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଆଜି ସକାଳୁ ମୂର୍ମୁଷ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭୋଗରାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…