ସୋନପୁର: ଋଣ ବୋଝ ଯୋଗୁଁ ପୁଣି ଚାଷୀ ଆତ୍ମହତ୍ୟା
ସୋନପୁର : ସୋନପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ସିଂଘିଯୁବା ଗ୍ରାମରେ ଶନିବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଚକଡା ପୋକରେ ଫସଲ ହାନୀ ତଥା ଋଣ ଭାର ଯୋଗୁଁ ଚାଷୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।…