‘ରାଜ୍ୟ ମହିଳା କମିଶନ’ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ଦେଲେ ଲୋପାମୁଦ୍ରା ବକ୍ସିପାତ୍ର
ଭୁବନେଶ୍ୱର: ଲୋପାମୁଦ୍ରା ବକ୍ସିପାତ୍ର ରବିବାର ଦିନ ‘ରାଜ୍ୟ ମହିଳା କମିଶନ’ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦବୀରେ ଥିବା ଲୋପାମୁଦ୍ରାଙ୍କର କାର୍ଯ୍ୟକାଳ ଆସନ୍ତା ଡ଼ିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଥିଲା, ତେବେ…