Latest Odisha News

BREAKING NEWS

Yearly Archives

2018

‘ଭୁବନେଶ୍ୱର ମି ୱାଇଫାଇ’ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ମାର୍ଟସିଟି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ‘ଭୁବନେଶ୍ୱର ମି ୱାଇଫାଇ’ ନାମକ ଏକ ୱାଇଫାଇ ସେବା ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, “ଭୁବେନଶ୍ୱରର ବାସିନ୍ଦାଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଏହି…

ଅଳ୍ପକେ ଖସିଗଲା ସୁନ୍ଦରୀ, ସାତକୋଶିଆରେ ଟ୍ରାଙ୍କୁଲାଇଜ୍ ଟିମର ଉଦ୍ୟମ ଜାରି

ଅନୁଗୁଳ: ପୁଣି ଥରେ ବିଶେଷଜ୍ଞଙ୍କୁ ଚକମା ଦେଖାଇ ସୁନ୍ଦରୀ ହାତମୁଠାରୁ ଖସିଯାଇଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ସଂରକ୍ଷଣ ଉଦ୍ୟାନରେ ହାତୀ ମାଧ୍ୟମରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାର ପ୍ରଚେଷ୍ଟା ପୁଣି ଥରେ ବିଫଳ ହୋଇଥିଲେ ମଧ୍ୟ ବିଶେଷଜ୍ଞ ଦଳର ଉଦ୍ୟମ ଅବ୍ୟାହତ ରହିଛି ।…

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟର ସରକାରୀ ଉଦ୍ୟୋଗ (ପି.ଏସ୍.ୟୁ)ଗୁଡିକର କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି । ଏହାଦ୍ୱାରା ପରିବର୍ତ୍ତୀତ ଦରମା ହାର ୨୦୧୭ ଅନୁଯାୟୀ ଦରମା ପାଉଥିବା କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭…

ରାଜଧାନୀରେ ଅଖା ଭିତରୁ ଯୁବକର ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳ ନିକଟରୁ ସୋମବାର ଦିନ ମଞ୍ଚେଶ୍ୱର ପୋଲିସ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି । ପୋଲିସ ସୂଚନା ଅନୁଯାୟୀ ମୃତକଙ୍କ ନାମ ରାଜେଶ ଭଦ୍ରା ବୋଲି ଜଣାପଡିଥିବା ବେଳେ ମୃତଦେହଟି ଏକ ଅଖା ଭିତରୁ ମିଳିଥିବା ନେଇ ସୂଚନା…

ସହରବ୍ୟାପୀ ମାଗଣା ୱାଇଫାଇ ସେବା ଆଜିଠୁ ଆରମ୍ଭ

ଭୁବନେଶ୍ୱର : ସ୍ମାର୍ଟସିଟିର ଏକ ଅଂଶବିଶେଷ ଭାବେ ପଦକ୍ଷେପ ନିଆଯାଇ ମାଗଣା ୱାଇଫାଇ ସେବା ସୋମବାର ଠାରୁ ସହରବ୍ୟାପୀ ଆରମ୍ଭ ହେବାକୁ ଯାଉଛି । ସ୍ମାର୍ଟସିଟିରେ ପ୍ରଥମଥର ପାଇଁ ଏହି ସେବା ପ୍ରଥମ ୩୦ ମିନିଟ୍ ପାଇଁ ମାଗଣା ପ୍ରଦାନ କରାଯିବ । ଇଣ୍ଟରନେଟ୍ ଡାଟା ୨୫୦ ଏମବି ଦିଆଯିବାକୁ…

କାହିଁକି ପାଳନ କରାଯାଏ ଧନତେରସ, ଜାଣନ୍ତୁ କିଛି ପୌରାଣିକ କଥା !

ଭୁବନେଶ୍ୱର : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ…

ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପଲୁରୁ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ରାତିରେ ନିରାପତ୍ତା ଯବାନଙ୍କ ସହ ଏନକାଉଣ୍ଟର ଘଟି ଜଣେ ମହିଳା କ୍ୟାଡ଼ରଙ୍କ ସମେତ ୫ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟର୍ ସମ୍ପର୍କରେ ଅଧିକ ତଥ୍ୟ ଦେଇ…

ହକିର ପ୍ରସାର ଲାଗି ସୁନ୍ଦରଗଡ଼ର ୧୭ଟି ବ୍ଲକରେ ‘ଆଷ୍ଟ୍ରୋ ଟର୍ଫ’ର ବ୍ୟବସ୍ଥା ହେବ: ଓଡ଼ିଶା ମୁଖ୍ୟମନ୍ତ୍ରୀ

ରାଉରକେଲା: ହକିର ଉନ୍ନତି ତଥା ପ୍ରସାର ଲାଗି ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ପ୍ରଶଂସନୀୟ ତେଣୁ ଜିଲ୍ଲାର ୧୭ଟି ବ୍ଲକରେ ଆଷ୍ଟ୍ରୋ ଟପ୍ ବା ଅତ୍ୟାଧୁନିକ ଗାଲିଚା ପଡ଼ିଆର ବ୍ୟବସ୍ଥା କରାଯିବ ବୋଲି ରବିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । “ସମଗ୍ର ଦେଶରେ ସବୁଠୁ…

କଡ୍ଡା ଟକ୍କର୍ ହେଲା ୧ମ ଟି-୨୦: ଭାରତ ୫ ୱିକେଟରେ ବିଜୟୀ

କୋଲକାତା: କୋଲକାତାର ଇଡ଼େନ୍ ଗାର୍ଡ଼େନ୍ସରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୧ମ ଟି-୨୦ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ କଡ୍ଡା ଟକ୍କର୍ ହୋଇଥିଲେ ମଧ୍ୟ ଭାରତ ମ୍ୟାଚର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଜିତିବାକୁ ସୁଯୋଜ ନଦେଇ ୱେଷ୍ଟଇଣ୍ଡିଜ୍…

ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ !

ପୁରୀ: ମାସକ ପୂର୍ବରୁ ଜଣେ ପୋଲିସ କର୍ମଚାରୀ ପୁରୀ ଶ୍ରୀମନ୍ଦିର ବାଇସି ପାହାଚରୁ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିଦେଇଥିବା ପରେ ସେତେବେଳେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ଏବେ ପୁଣି ଜଣେ ଯୁବତୀ ମନ୍ଦିର ପରିସରରୁ ମୋବାଇଲ୍ ଦ୍ୱାରା ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍ କଲା ପରେ ଏବେ…