Latest Odisha News

BREAKING NEWS

Yearly Archives

2018

ପାଲା ଆକାଶର ଦୀପ୍ତିମନ୍ତ ସୂର୍ଯ୍ୟ – ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତ

ଭୁବନେଶ୍ୱର: ବର୍ତ୍ତମାନ ପାଲା ଆକାଶରେ ସେ ହେଉଛନ୍ତି ଦୀପ୍ତିମନ୍ତ ସୂର୍ଯ୍ୟ ସଦୃଶ । ସୂର୍ଯ୍ୟ ଯେପରି ସକଳ ଶକ୍ତିର ଆଧାର, ସେ ସେହିପରି ପାଲାର ସମସ୍ତ ବିଭାଗରେ ସମୃଦ୍ଧ । ତାଙ୍କ ଗାୟନ ଯେପରି ସୁମଧୁର, ଭାଷା ସେହିପରି ଉନ୍ନତ ଓ ପ୍ରାଞ୍ଜଳ । ସାଧାରଣ ନିରକ୍ଷର ମହିଳାଟିଏ ଠାରୁ ବିଦ୍ୱାନ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ‘ସାହିତ୍ୟ ଓ ଡିଜିଟାଲ ହ୍ୟୁମାନିଟିଜ୍’ ଶୀର୍ଷକ ସେମିନାର ଅନୁଷ୍ଠିତ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ତରଫରୁ ନଭେମ୍ବର ୩ ତାରିଖରେ ‘ସାହିତ୍ୟ ଓ ଡିଜିଟାଲ ହ୍ୟୁମାନିଟିଜ୍’ ଶୀର୍ଷକ ଏକଦିବସୀୟ ଜାତୀୟ ପାଠଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉଦଘାଟନ କରିଥିଲେ…

ନିଆଁରେ ଜଳୁଥିବା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର, ପୋଡ଼ିଗଲା ୯୦ ଭାଗ ଶରୀର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସିନ୍ଦିରିମାଳା ଛକରେ ଜଳୁଥିବା ଅବସ୍ଥାରେ ଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂତ୍ରରୁ ପ୍ରକାଶ, ସ୍ଥାନୀୟ ଲୋକେ ଜଳୁଥିବା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରି ମାଲକାନଗିରି ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡ଼ାକ୍ତରଙ୍କ…

କଟକ ଗ୍ରାମାଞ୍ଚଳରୁ ୧୧ଟି ଟ୍ରାକ୍ଟରରେ ବିପୁଳ ପରିମାଣର ବେଆଇନ୍ ବାଣ ଜବତ

କଟକ: କଟକ ଜିଲ୍ଲା ଜଗତପୁର ଥାନା ଅଧିନରେ ଥିବା ଗ୍ରାମାଞ୍ଚଳରୁ ପୋଲିସ ରବିବାର ଦିନ ସକାଳେ ବିପୁଳ ପରିମାଣର ବାଣ ଜବତ କରିବା ସହିତ ସିଲ୍ କରିଛନ୍ତି । କୌଣସି ସୂତ୍ରରୁ ଖବରପାଇ କଟକ କମିଶନରେଟ ପୋଲିସ ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଜଗତପୁର ଥାନା ଅଧିନରେ ଥିବା…

ଆସନ୍ତୁ ବୁଲିଯିବା ‘ଗୋଆ’ – ସୌନ୍ଦର୍ଯ୍ୟଭରା ନାରାୟଣୀ ମନ୍ଦିର

ଗୋଅାର ପାଣାଜୀରେ ମୋର ରହଣି ଧିରେ ଧିରେ୍‌ ଅାଗକୁ ବଢୁଥିଲା ଏବଂ ମୁଁ ପ୍ରତିଦିନ ନୂଅା ନୂଅା ସ୍ଥାନ ଦେଖିବାକୁ ପାଉଥିଲି ଏବଂ ନିଅାରା ଅନୁଭୂତି ବି ସାଉଁଟୁଥିଲି। ଏବେ ଅାମେ ରୁଦ୍ରେଶ୍ୱରଙ୍କ ଦର୍ଶନ ପରେ ଗୋଅାର ଦୁଇଟି ବଡ଼ ମନ୍ଦିର ଦେଖିବାର ସମୟ ହୋଇଯାଇଥିଲା। ପାଣାଜୀ ଠାରୁ ପ୍ରାୟ ୨୨ ରୁ…

ଦେବ୍ରୀଗଡ଼ ବାଘ ମୃତ୍ୟୁ: ବନବିଭାଗ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ପ୍ରଦାନ କଲେ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ଥିବା ଦେବ୍ରୀଗଡ଼ ବନ୍ୟପ୍ରାଣୀ ଉଦ୍ୟାନରେ ଅକ୍ଟୋବର ୨୯ ତାରିଖରେ ଉଦ୍ଧାର ହୋଇଥିବା ଏକ ବାଘର ଗଳିତ ମୃତଦେହ ସମ୍ପର୍କୀୟ ରିପୋର୍ଟକୁ ଆଜି ବନବିଭାଗ ପକ୍ଷରୁ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଛି । ଗଣମାଧ୍ୟମକୁ ଏହା ସମ୍ପର୍କରେ ସୂଚନା ପ୍ରଦାନ କରି…

ଏନଏସଏସ ଶିବିରରେ ପ୍ରଥମ ଥର ପାଇଁ ଡାକ ବିଭାଗ ପକ୍ଷରୁ ପୋଷ୍ଟାଲ୍ କଭର ଉନ୍ମୋଚିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ଠାରେ ଆୟୋଜିତ ଜାତୀୟ ଏକତା ଶିବିର ଅବସରରେ ପ୍ରଥମ ଥର ପାଇଁ ଡାକ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋଷ୍ଟାଲ୍ କଭର ଉନ୍ମୋଚନ କରାଯାଇଛି । ଅକ୍ଟୋବର ୨୯ ତାରିଖ ଠାରୁ ଏକ ସପ୍ତାହ ବ୍ୟାପି ଆୟୋଜିତ ଏହି ଶିବିରରେ ୧୦ଟି…

ରାଜ୍ୟବ୍ୟାପୀ ସମସ୍ତ ‘କେନ୍ଦ୍ର ସରକାରୀ ଅଫିସ’ ସମ୍ମୁଖରେ ନଭେମ୍ବର ୫ରେ ବିଜେଡି ବିକ୍ଷୋଭ କରିବ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୫ରେ ରାଜ୍ୟରେ ଥିବା ସମସ୍ତ ଏମ୍ପଲୟମେଣ୍ଟ କାର୍ଯ୍ୟାଳୟରେ ତାଲା ପକାଇବା ବିଜେପି ଦେଇଥିବା ଉତ୍ତରରେ ବିଜେଡି ପାଲଟା ଜବାବ ଦେଇଛି । ଏନେଇ ଶନିବାର ଦିନ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ଗୃହ କମିଟିରେ ପୁଣି ଥରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ଅଭିଜିତ

ଭୁବନେଶ୍ୱର: ଓଡ଼ିଶା ସମ୍ପର୍କରେ ଅଶାଳୀନ ଟିପ୍ପଣୀ ଦେଇ ପୁଣି ଥରେ ଓଡ଼ିଶା ବିଧାନସଭା ଗୃହ କମିଟିରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଓଡ଼ିଶାର ସାମ୍ବାଦିକ, ବିଧାନସଭାର…

ରିଲିଜ ହେଲା ୨.୦ର ଟ୍ରେଲର, ନୂଆ ଲୁକରେ ଖିଲାଡି କୁମାର

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ୨.୦ର ଟ୍ରେଲର ରିଲିଜ ହୋଇଛି । ରିଲିଜର କିଛି ଘଣ୍ଟା ଭିତରେ ଫିଲ୍ମଟି ସୋସିଆଲ ମିଡିଆରେ ଧମାଲ କରୁଛି । ୨.୦ ଫିଲ୍ମର ଟ୍ରେଲରକୁ ନେଇ ଫ୍ୟାନ୍ସଙ୍କ ମନରେ ଖୁବ୍ ସସପେନ୍ସ ଭରି ରହିଥିଲା ।…