କ୍ରିକେଟରୁ ସନ୍ୟାସ ନେଲେ ପେସ୍ ବୋଲର ପ୍ରବୀଣ କୁମାର
ନୂଆଦିଲ୍ଲୀ : ଭାରତୀୟ ଦଳର ଦ୍ରୁତତମ ବୋଲର ପ୍ରବୀଣ କୁମାର ଆଜି ଆନ୍ତର୍ଜାତୀକ ସ୍ତରର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ।
୩୨ ବର୍ଷୀୟ ପ୍ରବୀଣ ତାଙ୍କର ଏହି ଅବସର ଘୋଷଣା ସମ୍ପର୍କରେ ଆଜି ନିଜ ଇନଷ୍ଟାଗ୍ରାମ ଜରିଆରେ ଜଣାଇଛନ୍ତି । ଏକ ଖବର ମୁତାବକ ସେ ଅନ୍ତର୍ଜାତୀୟ କ୍ରିକେଟ ସହ…