Latest Odisha News

BREAKING NEWS

Yearly Archives

2018

ବାତ୍ୟା ତିତଲି: ସମୁଦ୍ର ମଧ୍ୟରୁ ୨୬ ଆନ୍ଧ୍ର ମତ୍ସଜୀବୀ ଉଦ୍ଧାର

ବ୍ରହ୍ମପୁର : ଭାରତୀୟ କୋଷ୍ଟ ଗାର୍ଡ, ଏନଡିଆରଏଫ ଓ ଓଡ୍ରାଫ ଟିମର ମିଳିତ ଉଦ୍ୟମରେ ଗୁରୁବାର ସକାଳୁ ଆନ୍ଧ୍ରପ୍ରଦେଶର ପାଖାପାଖି ୨୬ ଜଣ ମତ୍ସଜୀବୀଙ୍କୁ ଗୋପାଳପୁର ଉପକୂଳରୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ପାଣିପାଗ ବିଭାଗ ର ସତର୍କତା ସୂଚନା ନମାନି ପାଖାପାଖି ୩୫ ଟି ଟ୍ରଲରରେ…

ବାତ୍ୟା ‘ତିତଲି’ର ପ୍ରଭାବ: ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶର ପଲାସା ଓ ଗୋପାଳପୁର ମଧ୍ୟବର୍ତ୍ତୀ ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ତିତିଲି ଓଡ଼ିଶା ଉପକୂଳ ଦେଇ ଘଣ୍ଟାପ୍ରତି ୧୦୦ରୁ ୧୨୦କିମି ବେଗରେ ଗତି କରୁଥିବାର ସୂଚନା ମିଳିଛି । ଏହା କ୍ରମେ ଦୁର୍ବଳ ହୋଇ ଉତ୍ତର-ପଶ୍ଚିମ ଦିଗ ମୁହାଁ ହୋଇ…

ବାତ୍ୟା ତିତିଲି: ଗଜପତି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ – ଏସଆରସି

ଭୁବନେଶ୍ୱର: ବାତ୍ୟା ତିତିଲି ଦକ୍ଷିଣ-ପଶ୍ଚିମ ଗୋପାଳପୁର ଓ ପଲାସା ମଧ୍ୟବର୍ତ୍ତୀ ସ୍ଥଳଭାଗ ଦେଇ ସକାଳ ୪:୩୦ରୁ ୫:୩୦ ମଧ୍ୟରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଗୋପାଳପୁରଠାରେ ୧୪୦ରୁ ୧୫୦ କିମି ରହିଥିବାର ସୂଚନା ପାଣିପାଗ ବିଭାଗ ସୂତ୍ରରୁ ମିଳିପାରିଛି । ବାତ୍ୟା ତିତିଲି…

ତିତଲି ବାତ୍ୟା: ପଲାସାରେ ସ୍ଥଳଭାଗ ଛୁଇଁଲା, ଗୋପାଳପୁରରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର: ଭୟଙ୍କର ରୂପ ଧାରଣ କରି ଓଡ଼ିଶାମୁହାଁ ବାତ୍ୟା ‘ତିତିଲି’ ଗୋପାଳପୁର ଉପକୂଳ ଠାରୁ ଦକ୍ଷିଣ-ପଶ୍ଚିମ ସ୍ଥାଳଭାଗ ପଲାସା ନିକଟରେ ଛୁଇଁଲା । ଏବେ ଗୋପାଳପୁର ଏବଂ ତାହାର ଆଖପାଖ ଅଞ୍ଚଳରେ ବାତ୍ୟା ତିତଲି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି । ‘ତିତଲି’…

ତିତଲି ବାତ୍ୟା: ବାତିଲ୍ ହେଲା ସମସ୍ତ କଲେଜ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସମସ୍ତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭୟଙ୍କର ବାତ୍ୟା ‘ତିତଲି’ ପ୍ରଭାବିତ ହେଉଥିବା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାରଙ୍କ ଉପ-ମୁଖ୍ୟ ସଚିବ ପାର୍ଥସାରଥୀ…

ସୋଆରେ ଆୟୋଜିତ ହେବ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ

ଭୁବନେଶ୍ୱର : ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (ଏନସିଏସସି) ପକ୍ଷରୁ ପ୍ରତି ବର୍ଷ ଶିଶୁମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭରସିଟି)ରେ ଆସନ୍ତା ଡିସେମ୍ବର ୨୭ ତାରିଖରୁ ୩୧…

ତିତଲି ବାତ୍ୟା: ଖୋର୍ଦ୍ଧାରୋଡ ଓ ବିଜୟନଗରମ୍ ମଧ୍ୟରେ ରେଳ ଚଳାଚଳ ବାତିଲ

ଭୁବନେଶ୍ୱର : ଓଡିଶା ଓ ଆନ୍ଧ୍ରରେ ଉପୁଜିଥିବା ବାତ୍ୟା ତିତଲିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ରୋଡ ଓ ବିଜୟନଗରମ୍ ମଧ୍ୟରେ ୧୦ ତାରିଖ ବୁଧବାର ଦିନ ଠାରୁ ରେଳ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଭଦ୍ରକ ଷ୍ଟେସନରେ ବୁଧବାର ସନ୍ଧ୍ୟା ୫ଟା ୧୫ମିନିଟ୍ ଠାରୁ…

‘ତିତଲି ବାତ୍ୟା’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଜିରୋ କାଜୁଆଲିଟି ଉପରେ ଦେଲେ ଗୁରୁତ୍ୱ

ଭୁବନେଶ୍ୱର : ତୀବ୍ର ଗତିରେ ଓଡିଶା ଆଡେ ମୁହାଁଇଥିବା ବାତ୍ୟା ତିତଲି ଧିରେ ଧିରେ ଭୟଙ୍କର ରୂପ ନେବାରେ ଲାଗିଛି । ଏହା ମୁକାବିଲା କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଅନୁଷ୍ଠିତ ବୈଠକରେ ସମୀକ୍ଷା କରିଛନ୍ତି । ଏଥିରେ…

ଭୟଙ୍କର ରୂପ ନେଉଛି ଭୀଷଣ ସାମୁଦ୍ରିକ ଝଡ଼ ‘ତିତଲି’, ଓଡ଼ିଶା-ଆନ୍ଧ୍ରରେ ରେଡ଼ ଆଲର୍ଟ ଜାରି

ନୂଆଦିଲ୍ଲୀ: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଭୀଷଣ ସାମୁଦ୍ରିକ ଝଡ଼ “ତିିତଲି” କ୍ରମେ ଘଣ୍ଟାକୁ ୧୪ କିମି ବେଗରେ ଉତ୍ତର ଦିଗକୁ ଗତିକରି ଆଜି ସକାଳ ସାଢ଼େ ଆଠଟା ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ଥିଲା । ଏହା ଗୋପାଳପୁର (ଓଡ଼ିଶା) ଠାରୁ ୨୮୦ କିଲୋମିଟର ଦକ୍ଷିଣ ପୂର୍ବ…

ତିତଲି ବାତ୍ୟା: ଓଡ଼ିଶା କଂଗ୍ରେସ ପକ୍ଷରୁ ଖୋଲିଲା ଜରୁରୀ ସେବା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ତିତଲି ବାତ୍ୟା ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ (ଓପିସିସି) ପକ୍ଷରୁ ଏକ ୨୪ ଘଣ୍ଟିଆ ଜରୁରୀ ସେବା କେନ୍ଦ୍ର ଖୋଲାଯାଇଛି । ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ତିତିଲି ବାତ୍ୟାକୁ ଦୃଷ୍ଟିରେ ରଖି ଏକ ୨୪…