ଆରମ୍ଭ ହେଲା ଦାନ ଉତ୍ସବ, ‘ଆଇନା’ ପକ୍ଷରୁ ସେଓ ଉପହାର ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂସ୍ଥା ‘ଆଇନା’ ତରଫରୁ ଦାନ ଉତ୍ସବ ଉପଲେକ୍ଷ ‘ସେଓଟିଏ ଉପହାର’ ଅଭିଯାନର ଶୁଭାରମ୍ଭ ଶୈଲଶ୍ରୀବିହାର ଛକ ସ୍ଥିତ ଉଦ୍ୟାନ ଫ୍ରେସରେ ଆରମ୍ଭ ହୋଇ ଯାଇଅଛି । ଏହି ଦାନ ଗ୍ରହଣ ଅକ୍ଟୋବର ୬ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଅଭିଯାନର ଉଦ୍ଦେଶ୍ୟ ଛୋଟିଆ…