ପାରାଦୀପ ବନ୍ଦରରେ ଯୁଦ୍ଧଜାହାଜ ଦେଖିବାକୁ ଲୋକଙ୍କ ଭିଡ଼
ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଛି ଭାରତୀୟ ନୌସେନାର ଦୁଇ ଯୁଦ୍ଧଜାହାଜ ଆଇ ଏନ୍ ଏସ୍ ରାଣା ଓ ଆଇ ଏନ୍ ଏସ୍ ଘଡିଆଳ। ଏହାକୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।
ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ପାରାଦ୍ବୀପ ରେ ରହିବାକୁ ଥିବା ଏହି ଜାହାଜକୁ ଦେଖିବାର…