Latest Odisha News

BREAKING NEWS

Yearly Archives

2019

ମୟୁରଭଞ୍ଜର ଏକାଧିକ ବେଆଇନ ବାଣ କାରଖାନା ଉପରେ ପୋଲିସର ଚଢ଼ାଉ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବାଛୁରିପଡା ଅଞ୍ଚଳରେ ଥିବା ଏକାଧିକ ବେଆଇନ ବାଣ କାରଖାନା ଗୁଡିକ ଉପରେ ବାଇସିଙ୍ଗା ପୋଲିସ ଶୁକ୍ରବାର ଦିନ ଚଢ଼ାଉ କରିଛି । ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୧ କୁଇଣ୍ଟାଲ ଓଜନର ବିସ୍ଫୋରକ ଏବଂ ୧୦୦ କେଜିର ବାଣ ସହ ବହୁଳ ପରିମାଣରେ କଞ୍ଚା ମାଲ ପୋଲିସ ଜବତ…

ବିଜେପୁର ନିର୍ବାଚନ ପ୍ରଚାର; ବହୁ ଆଗରେ ବିଜେଡ଼ି

ବରଗଡ଼: ଫଳାଫଳ ତ ଦୂରର କଥା ନିର୍ବାଚନ ନ ହେଉଣୁ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଶାସକ ବିଜେଡ଼ିର ପତିଆରା ଦେଖି ଆଚମ୍ବିତ ହୋଇ ପଡ଼ିଛନ୍ତି । ଖାଲି ସେତିକି ନୁହେଁ, ବରିଷ୍ଠ ନେତା ସୁର ରାଉତରାୟ ଗଣମାଧ୍ୟମରେ ମଧ୍ୟ କଂଗ୍ରେସ ଏହି ନିର୍ବାଚନ ଜିତିପାରିବା ଅସମ୍ଭବ ବୋଲି ସ୍ୱୀକାର…

ଟିକଟକ ନିଶା: ଛାତରୁ ପଡି ମେଡିକାଲ ବେଡ଼ରୁ ଭିଡିଓ ସେୟାର କଲେ ଯୁବକ

ରାଉରକେଲା: ରାଉଲକେଲା ସେକ୍ଟେର ୬ରେ ଅକ୍ଟୋବର ୧୫ ତାରିଖରେ ଜଣେ ଯୁବକ ଟିକଟକ ଭିଡିଓ କରୁଥିବା ସମୟରେ ଦୁଇ ମହଲା ଛାତରୁ ପଡି ଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି…

ଦେଶର ପ୍ରତ୍ୟକ ରାଜ୍ୟରେ ଏନ୍ଆରସି ଲାଗୁ ହେବା ଦରକାର: ଭୈୟାଜୀ ଯୋଷୀ

ସଂପୂର୍ଣ୍ଣ ଦେଶରେ ଏନ୍ଆରସି ଲାଗୁ ହେବା ଉଚିତ । ସଂପୂର୍ଣ୍ଣ ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟନୀତି ନିର୍ମାଣ ପୂର୍ବକ ତାଙ୍କପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଏହା ସରକାରଙ୍କ କାର୍ଯ୍ୟ । ବର୍ତ୍ତମାନ ଆସାମରେ ଏହାର ପ୍ରୟୋଗ…

ଭିଜିଲାନ୍ସ ଜାଲରେ ଫସିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀ

ଢେଙ୍କାନାଳ/ବାଲେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସାହୁଙ୍କ ଘରେ ଚଢାଉ କରିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ଚଢାଉ ବେଳେ ତାଙ୍କର ସରକାରୀ କ୍ୱାର୍ଟ୍ସ, ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ ସ୍ଥିତ…

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବାର କାରଣ ପଚାରିଲେ ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ି ଦେବାର ନିଷ୍ପତ୍ତି କାହିଁକି ନେଲେ ଶୁକ୍ରବାର ଦିନ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ପଚାରିଛନ୍ତି । ବରପାଲି ବ୍ଲକରେ ନିର୍ବାଚନ ପ୍ରଚାର କରିବା ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ଧର୍ମେନ୍ଦ୍ର…

ଓଡ଼ିଆ ଝିଅ ମୋତି ଜାନି ଜିତିଲେ ଜାତୀୟ ଭାରୋତ୍ତଳନ ବ୍ରୋଞ୍ଜ୍ ପଦକ

ଭୁବନେଶ୍ୱର: ବିହାରର ଗୟାଠାରେ ଚାଲିଥିବା ଜାତୀୟ ସବ୍ ଜୁନିୟର ଓ ଜୁନିୟର୍ ଭାରୋତ୍ତଳନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି ଓଡ଼ିଆ ବାଳିକା ଭାରୋତ୍ତଳନକାରୀ । ଓଡ଼ିଆ ଝିଅ ମୋତି ଜାନି ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଉଦୀୟମାନ ଓଡ଼ିଆ ଭାରୋତ୍ତଳନକାରୀ ୬୯ କିଲୋଗ୍ରାମ ସ୍ନାଚ…

ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ଟ୍ରେନ; ଚାଲିବ ପୁରୀରୁ ଟାଟାନଗର

ଭୁବନେଶ୍ବର: ପରୀକ୍ଷା ସମୟରେ ହେଉଥିବା ଭିଡକୁ ଦୃଷ୍ଟିରେ ରଖି ଶୁକ୍ରବାର ପୂର୍ବତଟ ରେଳ ପକ୍ଷରୁ ଆଉ ଏକ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନଟି ପୁରୀରୁ ଟାଟାନଗର ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ, ଏହି ଟ୍ରେନଟି ସକାଳ ୭ ଟାରୁ ପୁରୀ…

ଜଷ୍ଟିସ୍ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି !

ନୂଆଦିଲ୍ଲୀ: ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର ୧୭ରେ ଅବସର ନେବାକୁ ଯାଉଥିବା ବେଳେ ତାଙ୍କ ପରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କୁ ମୁଖ୍ୟ ବିଚାରପତି କରିବା ନିମନ୍ତେ କେନ୍ଦ୍ରକୁ ଚିଠି ଲେଖି ସୁପାରିସ କରିଥିବା ଏନଡି ଟିଭିରେ ପ୍ରକାଶିତ…