ଆଜି ମୋଦି-ଜିନପିଙ୍ଗ ଭେଟ, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥା କଡାକଡି
ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି।
ଏହି ଅବସରରେ ଦକ୍ଷିଣ ଭାରତର ପ୍ରାଚୀନ ନଗର ତଥା ତାମିଲନାଡୁର ମମଲ୍ଲାପୁରମରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହେବା ନେଇ…