‘ଓଡିଶା ରସଗୋଲା’କୁ ମିଳିଲା ଜିଆଇ ମାନ୍ୟତା
ଭୁବନେଶ୍ୱର: ପରିଶେଷରେ ‘ଓଡିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିଛି ।
ଏସମ୍ପର୍କୀତ ଏକ ପ୍ରମାଣ ପତ୍ର ଓଡିଶା ରସଗୋଲାକୁ ସୋମବାର ଦିନ ପ୍ରଦାନ କରାଯାଇଛି । ଏହା ଫେବୃଆରୀ ୨୨, ୨୦୨୮ ପର୍ଯ୍ୟନ୍ତ ଏହି ମାନ୍ୟତା ବଳବତ୍ତର ରହିବ । ଏହାକୁ ନେଇ ଓଡିଶା ରସଗୋଲା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ…