Latest Odisha News

BREAKING NEWS

Yearly Archives

2019

ଶ୍ରୀମନ୍ଦିରସ୍ଥ ଶ୍ରୀପାତାଳେଶ୍ୱର: ମହାଦେବଙ୍କୁ ଦର୍ଶନ କରି କେଉଁ ୬ ଦେବତାଙ୍କୁ ପୂଜା କରିବେ ଜାଣନ୍ତୁ…

ପୁରୀ: ଶ୍ରୀପାତେଳଶ୍ୱର ମହାଦେବ ମନ୍ଦିରଟି କୁର୍ମ ବେଢ଼ାର ଉତର ପାଶ୍ୱର୍ ଦ୍ୱାର ନିକଟରେ ପଶ୍ଚିମ ଦିଗକୁ ରହିଛନ୍ତି । ଯାହା କି ବେଢ଼ା ପତନଠାରୁ ଅଧେ ଅଂଶ ପୋତି ହୋଇ ରହିଲା ପରି ଲାଗୁଛି । ରାଜା ଅନଙ୍ଗ ଭୀମ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ । ଏହା କେବଳ ଗର୍ଭଗୃହ ବା ବିମାନ ସମ୍ବଳିତ…

ଏହି ବଲିଉଡ଼ ଅଭିନେତା-ଅଭିନେତ୍ରୀମାନେ ଇଂରାଜୀକୁ ଖୁବ୍ ଡରନ୍ତି !

ଭୁବନେଶ୍ୱର: ବର୍ତ୍ତମାନ ବଲିଉଡରେ ଅଭିନେତା, ଅଭିନେତ୍ରୀ ଇଂରାଜୀ କହିବାକୁ ପଛଘୁଂଚା ଦିଅନ୍ତି ନାହିଁ । ତେବେ ଏବେ ବି କେତେଜଣ ଅଭିନେତା ଅଛନ୍ତି ଇଂରାଜୀ କହିବା ନେଇ ଏତେଟା ସହଜ ହୁଅନ୍ତି ନାହିଁ । ସେମାନେ ନିଜ ଭାଷାରେ କଥା ହେବାକୁ ବିଶେଷ ପସନ୍ଦ କରନ୍ତି । ଏହି ତାଲିକାରେ ଆଗରେ ରହିଛନ୍ତି…

କୋଣାର୍କ ସାହିତ୍ୟ ଉତ୍ସବ: ସାରସ୍ୱତ ସାଧନା ସର୍ବଦା ସଂଯୋଗ ଓ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିଥାଏ

ଭୁବନେଶ୍ୱର: ସାରସ୍ୱତ ସାଧନା ସର୍ବଦା ସଂଯୋଗ ଓ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିଥାଏ ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ କୋଣାର୍କ ଓଡ଼ିଶା ପରିବାରର ଷଷ୍ଠ ବାର୍ଷିକ ସାହିତ୍ୟ ଉତ୍ସବରେ ଯୋଗଦେଇ ବକ୍ତାମାନେ ମତପୋଷଣ କରିଛନ୍ତି । ଉତ୍ସବରେ ଓଡ଼ିଶାର ପଞ୍ଚାୟତିରାଜ ଓ ଆଇନ ବିଭାଗର…

ଫସିଲେ ଓଲିଉଡ଼ର ଏହି ଦୁଇ ସୁନ୍ଦରୀ ନାୟିକା; ହୀରାକୁଦରେ କରୁଥିଲେ ଭିଡ଼ିଓ ସୁଟିଂ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଓଲିଉଡର ୨ ଜଣ ନାୟିକାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ପ୍ରବେଶ କରିବା ସହ ଭିଡିଓ କରିବାନେଇ  ସମ୍ବଲପୁର ଏସପି କଅଁର ବିଶାଳ ସିଂହ ହୀରାକୁଦ ଏସଡିପିଓଙ୍କୁ ରିପୋର୍ଟ ମାଗିଛନ୍ତି । ଏଥିସହିତ ସୋମବାର ସନ୍ଧ୍ୟା…

ପବିତ୍ର ଧନୁସଂକ୍ରାନ୍ତି: ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ‘ପହିଲି ଭୋଗ’ ନୀତି

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ‘ପହିଲି ଭୋଗ’ ନୀତି । ଆଜି ମୁଆଁ ସଂକ୍ରାନ୍ତି ତଥା ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲିକ୍ଷିତ ହୋଇଛି ।…

ଆଜି ବିଜୟ ଦିବସ; ଭାରତୀୟ ସେନାର ଅଦମ୍ୟ ଶକ୍ତି ସାମ୍ନାରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଜି ଡିସେମ୍ବର ୧୬ ତାରିଖ । ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଏହିଦିନରେ ପାକିସ୍ତାନ ଉପରେ ଭାରତୀୟ ସେନା ବିଜୟ ଲାଭ କରିଥିଲା । ଏହାକୁ ସ୍ମରଣ କରାଯାଇ ପ୍ରତ୍ୟେକ ବର୍ଷ ଏହାକୁ ବିଜୟ ଦିବସ ରୂପେ ପାଳନ କରାଯାଏ । ଏହିଦିନ ଭାରତୀୟ ବୀର ସୈନିକ ମାନେ…

ଆବିଦଙ୍କ ବିରଳ ବିଶ୍ୱରେକର୍ଡ: ପଦାର୍ପଣ ଟେଷ୍ଟ-ଦିନିକିଆରେ କଲେ ଶତକ ଅର୍ଜନ !

କରାଚୀ: ଅନ୍ତର୍ଜାତୀୟ ଟେଷ୍ଟ ଏବଂ ଦିନିକିଆ କ୍ରିକେଟର ପଦାର୍ପଣ ମ୍ୟାଚରେ ଶତକ ହାସଲ କରି ପାକିସ୍ତାନ ଓପନର ଆବିଦ ଅଲୀ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ଟେଷ୍ଟ ଏବଂ ଦିନିକିଆ…

ଜାଣନ୍ତୁ, ‘ଧନୁ ସଂକ୍ରାନ୍ତି’କୁ ନେଇ କ’ଣ ରହିଛି କିମ୍ବଦନ୍ତୀ…

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ସମେତ ପୁରପଲ୍ଲୀରେ ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପବିତ୍ର ‘ଧନୁ ସଂକ୍ରାନ୍ତି’ ପାଳନ କରିଛନ୍ତି । ଏଥିସହିତ ଖଇ, ଘିଅ, ଗୁଜୁରାତି, ଡାଲଚିନି, କାଜୁ, ନଡିଆ ପାତି ଓ ଚିନିର ସମ୍ମିଶ୍ରଣରେ ପ୍ରସ୍ତୁତ ମୁଆଁ ତଥା ଉଖୁଡାକୁ ଠାକୁରଙ୍କ ନିକଟରେ ଅର୍ପଣ…

ବାରବାଟୀ ଷ୍ଟାଡିୟମ: କିଛି କଥା, କିଛି ବେଦନା…

ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ଗୁଗଲୀ’... ଏଇ ରବିବାର ମାନେ ଡିସେମ୍ବର ୨୨ ତାରିଖ ଦିନ ପୁଣି ଝଲସି ଉଠିବ ଆମ ବାରବାଟୀ ଷ୍ଟାଡିୟମ । ଶେଷ ଦିନିକିଆରେ ବାଜିମାତ୍ କରିବାକୁ ଲଢେଇ କରିବେ ଇଣ୍ଡିଆ ଓ ଇଣ୍ଡିଜ । ଜଣେ କ୍ରୀଡ଼ା ସାମ୍ବାଦିକ, କ୍ରୀଡ଼ା ଭାଷ୍ୟକାର ତଥା ଜଣେ ନିରୋଳା ଖେଳ ପାଗଳ…

ଜାଣନ୍ତୁ, ଝାଡ଼ଖଣ୍ଡ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ କେଉଁ ୧୫ଟି ଆସନରେ ଚାଲିଛି ମତଦାନ…

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ସୋମବାର ଦିନ ୧୫ଟି ଆସନରେ ଆରମ୍ଭ ହୋଇଛି ଭୋଟଗ୍ରହଣ । ଏହି ୧୫ଟି ଆସନରେ ସକାଳ ୭ଟାଠାରୁ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ମତଦାନ । Fourth phase of polling begins in Jharkhand for 15 Assembly seats Read @ANI Story…