ଜଳିଗଲା ୩୦ରୁ ଅଧିକ ଘର; ବହୁ ସମ୍ପତ୍ତି ନଷ୍ଟ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ସୁନାଥର ଗ୍ରାମସ୍ଥିତ ନୂଆସାହିରେ ସୋମବାର ଭୋର୍ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପାଖି ୩୦ରୁ ଅଧିକ ଘର ଜଳି ଧୂଳିସାତ ହୋଇପଡିଛି ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ…