Latest Odisha News

BREAKING NEWS

Yearly Archives

2019

ଜ୍ୟୋଷ୍ଠା ଭାଗ

ଜ୍ୟୋଷ୍ଠା ଭାଗ ଅଞ୍ଜଳି ସାହୁ ଦୁନିଆରେ ଏତେ ବେଉସା ଥାଉ ଥାଉ ବାବୁ ଚାଚା କାହିଁକି ଏଭଳି ଗୋଟେ ବେଉସାକୁ ଆପଣେଇ ବସିଲେ କେଜାଣି? କେତେ କାହା ମନରେ ଏ ପ୍ରଶ୍ନ ବେଳ ଅବେଳରେ ଉଠି ପୁଣି ମିଳେଇଯାଏ ପବନରେ କି ଆକାଶରେ ସତେ କି! କେହି କେହି ତାଙ୍କର ଏତେ ବଡ଼ ଅବିଭାଜିତ ଯୌଥ ପରିବାରକୁ ନେଇ ଛକ…

ବାଲେଶ୍ୱର: ଦନ୍ତା ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର : ବାଲେଶ୍ୱର ସ୍ଥିତ କୁଲଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଶୁକ୍ରବାର ଦିନ ବନଖଣ୍ଡ ଅଧିକାରୀ (ଡିଏଫଓ) କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରେ କୁଲଡିହାର ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ରହିଛନ୍ତି ।…

ନୂଆପଡାରୁ ଉଦ୍ଧାର ହେଲେ ପାଟଣାଗଡ଼ର ପିଡବ୍ଲ୍ୟୁଡି କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର

ବଲାଙ୍ଗୀର : ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଅପହରଣ ଅଭିଯୋଗ ପରେ ଶୁକ୍ରବାର ଦିନ ପୋଲିସ ନୂଆପଡ଼ା ଜିଲ୍ଲା ଖରିଆରରୁ ତାଙ୍କୁ ଉଦ୍ଧାର କରିଛି । ପାଟଣାଗଡ଼ ବିଧାୟକ ଖୋଲାଖୋଲି ଭାବେ ଜୟକାନ୍ତ ଶବର ନାମକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ…

କାଳବୈଶାଖୀ ଆଶଙ୍କା: ଭୁବନେଶ୍ୱର ସମେତ ରାଜ୍ୟର ଏହିସବୁ ସ୍ଥାନରେ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ଦ୍ୱିପ୍ରହର ୧୨ଟା…

ପୁଲୱାମାରେ ସେନା ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଲାସିପୋରା ଅଞ୍ଚଳରେ ଗୁରୁବାର ବିଳମ୍ବିତ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀର ପୋଲିସର ଜଣେ ଫେରାର ଏସପିଓ ସାମିଲ ଥିବା ନେଇ ଜଣାପଡିଛି । ମିଳିଥିବା…

ଜାଣନ୍ତୁ, ‘ଭାରତ’ ରିଲିଜିଂରେ କେଉଁ ରେକର୍ଡ଼ ଭାଙ୍ଗିଲେ ଭାଇଜାନ୍ !

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ମାନେ ସଲମାନ୍ ଖାନ ୫୩ ବର୍ଷ ବୟସରେ ମଧ୍ୟ ଏକ ବଲିଉଡ଼ ରେକର୍ଡ଼ ଭାଙ୍ଗିଛନ୍ତି । କାଟ୍ରିନା କୈଫ ଓ ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ କେବଳ ଇଦ୍ ଦିନ ହିଁ ୪୨.୩୦ କୋଟି ବ୍ୟବସାୟ କରି ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଇଦ୍ ବ୍ଲକବଷ୍ଟର୍ ଭାରତ ରିଲିଜରେ ସଲ୍ଲୁ ମିଆଁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୦୭-୦୬-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୭ ରିଖ ଶୁକ୍ରବାର ବୃଷ ୨୪ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି ପୂଷ୍ୟା ନକ୍ଷତ୍ର କର୍କଟ ଚନ୍ଦ୍ର ବିଛା ଧନୁ ମୀନ…

ପ୍ରକୃତି ପାଇଁ ଆଇନର ଶାସନ ଓ ନ୍ୟାୟିକ ପ୍ରକ୍ରିୟା

ପ୍ରକୃତି ପାଇଁ ଆଇନର ଶାସନ ଓ ନ୍ୟାୟିକ ପ୍ରକ୍ରିୟା ବିଭୁ ପ୍ରସାଦ ତ୍ରିପାଠୀ ସାମୁଦ୍ରିକ ଝଡ ‘ଫଣୀ’ ଗ୍ରୀଷ୍ମଋତୁରେ ଓଡ଼ିଶାରେ ତାର ଯେଉଁ ତାଣ୍ଡବଲୀଳା ଦେଖାଇଲା, ତାର ପ୍ରଭାବରେ ଆଜି ରାଜ୍ୟରେ ଚଉଦଟି ଜିଲ୍ଲା ଵିଧ୍ଵଂସ| ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ସରକାରୀ କଳର ସହାୟତାରେ…

ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବିଧାୟକ, ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଇଥିବା ନେଇ ଥାନାରେ ପତ୍ନୀ କଲେ ଅଭିଯୋଗ

ବଲାଙ୍ଗୀର: ପାଟଣାଗଡ଼ ବିଧାୟକ ଖୋଲାଖୋଲି ଭାବେ ଜୟକାନ୍ତ ଶବର ନାମକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ କରାଉଥିବାର ଭିଡ଼ିଓ କ୍ଲିପ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଥିଲା । ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ପାଟଣାଗଡ଼ ଥାନାରେ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ ଆଣିଛନ୍ତି…

ଏଫଆଇଏଚ ଫାଇନାଲ୍ସ: ଋୁଷିଆକୁ ୧୦ – ୦ ଗୋଲରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁବାର ଦିନ ଆରମ୍ଭ ହୋଇଥିବା ଏଫଆଇଏଚ ପୁରୁଷ ଫାଇନାଲ୍ସ ପ୍ରତିଯୋଗିତାରେ ଆୟୋଜକ ଭାରତ ଋଷିଆ ବିପକ୍ଷରେ ୧୦ଟି ଗୋଲ୍ ସ୍କୋର କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି । ଆଜି ସନ୍ଧ୍ୟା ୭ଟା ସମୟରେ କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଘରୋଇ ଦର୍ଶକଙ୍କ…