Latest Odisha News

BREAKING NEWS

Yearly Archives

2019

ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରିବେ: ନିରଞ୍ଜନ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ କହିଛନ୍ତି ଯେ, ଏବେ ଓଡ଼ିଶା ସରକାର ଅନନ୍ୟୋପାୟ ହୋଇ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରିବାକୁ ବାଧ୍ୟ । ଲୋକସଭା ଏବଂ ରାଜ୍ୟ ବିଧାନସଭା…

ପଟାଟୋ ଲଲିପପ୍

ପଟାଟୋ ଲଲିପପ୍ ଆବଶ୍ୟକ ଆଳୁ, ମଇଦା, ପିଆଜ, ଧନିଆ ପତ୍ର, ନାଲି ଲଙ୍କାଗୁଣ୍ଡ, ଅଦା-ରସୁଣ ବଟା, ଆମଚୁର, ଧନିଆ ପାଉଡ଼ର, ଗରମ ମସଲା ଓ ପାଉଁରୁଟି ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ଗୋଟିଏ ପାତ୍ରରେ ୩ଟା ସିଝା ଆଳୁ ଚକଟି ଦିଅନ୍ତୁ । ସେଥିରେ ଛୋଟ ଚାମଚ ଅଦା-ରସୁଣ ବଟା, ଟିକ୍ଟିକ୍ କଟା…

ଅଚାନକ ବାଣୀବିହାର ପରିଦର୍ଶନ କଲେ ରାଜ୍ୟପାଳ, ପରଖିଲେ ବାତ୍ୟା ପୁନଃରୁଦ୍ଧାର କାର୍ଯ୍ୟ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ଦିନ ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର କାର୍ଯ୍ୟ ଯାଞ୍ଚ ଲାଗି ଅଚାନକ ବାଣୀବିହାର ଗ୍ରସ୍ତ କରିଛନ୍ତି । ଏହି ଅବସରରେ ସେ ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କର ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଗୁରୁତ୍ୱ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଓ କନ୍ଧମାଳ ଆଦି…

ମ୍ୟାଟ୍ରିକରେ ଶୂନ୍ୟ ରେଜଲ୍ଟ କରିଥିବା ୮୨ଟି ବିଦ୍ୟାଳୟକୁ ନୋଟିସ୍ ଜାରି

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଶୂନ୍ୟ ରେଜଲ୍ଟ କରିଥିବା ଓଡିଶାର ପ୍ରାୟ ୮୨ଟି ଉଚ୍ଚ ବିଦ୍ୟାଳୟକୁ ନୋଟିସ୍ ଜାରି କରାଯାଇଛି । ଏହି ମାମଲାର ସମୀକ୍ଷା ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କରିବେ ବୋଲି ଗୁରୁବାର ଦିନ ପ୍ରକାଶ କରିଛନ୍ତି । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍…

ଲୋକସଭା ଉପବାଚସ୍ପତି ପଦ ନେଇ ବିଜେଡିକୁ ଶିବସେନାର ବିରୋଧ

ନୂଆଦିଲ୍ଲୀ : ବିଜେଡି ପ୍ରାର୍ଥୀଙ୍କୁ ଲୋକସଭା ଉପବାଚସ୍ପତି ପଦ ମିଳିବାକୁ ନେଇ ଶିବସେନା ଗୁରୁବାର ଦିନ ବିଜେଡିକୁ କଡା ବିରୋଧ କରିଛି । ଏନେଇ ନୁଆଦିଲ୍ଲୀଠାରେ ଏଏନଆଇ ଗଣମାଧ୍ୟମକୁ ସୂଚନା ଦେଇ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତି, ତାଙ୍କ ଦଳ ଏନଡିଏର ଦ୍ୱିତୀୟ ବୃହତ୍ତମ ସହଯୋଗୀ…

ଜାଣନ୍ତୁ, ଏହି ବିରଳ ବ୍ୟକ୍ତିତ୍ୱଙ୍କୁ: ଯିଏ ପେନସନ ପଇସାରେ ବାନ୍ଧିଲେ ସେତୁ…

ଆନନ୍ଦପୁର : ବର୍ତ୍ତମାନର ବ୍ୟସ୍ତ ବହୁଳ ସମୟରେ ମଣିଷ କେବଳ ନିଜ ବିଷୟରେ ଚିନ୍ତା କରୁଥିବାବେଳେ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯିଏ ନିସ୍ୱାର୍ଥପର ଭାବରେ ସମାଜସେବା କରିବାରେ ଲାଗିପଡିଥାନ୍ତି । ଏପରି ଜଣେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗଙ୍ଗାଧର ରାଉତ । ଯିଏ ନିଜ…

ଅନ୍ଧାର ରାତିର ପ୍ରେମ

ଅନ୍ଧାର ରାତିର ପ୍ରେମ ସୁବ୍ରତ କୁମାର ସେନାପତି କମ୍ଳେଶର ଆଦିମ ମନର ଗାଥା ନୀଲୁ! ଆଜି ଵି ଏ କକ୍ଷ ସେମିତି ନିସ୍ତବ୍ଧ ନିଶଦ୍ଦ। ଚାରିଆଡେ ପରିବ୍ୟାପ୍ତ ସେଇ ନିରନ୍ଧ୍ର ଅନ୍ଧକାର। କିନ୍ତୁ ଏ ଅନ୍ଧକାର ମୋ ପାଇଁ ନିଷ୍ପ୍ରୋୟଜନ । ହୁଏତ କହିପାର ଅସହ୍ୟ ଏ ଅନ୍ଧକାର, ଯାହା ଦିନେ ମୋ ପାଇଁ…

କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଏଫଆଇଏଚ୍ ହକି ଟକ୍କର୍: ଋୁଷିଆକୁ ଭେଟୁଛି ଭାରତ

ଭୁବନେଶ୍ୱର: ଭାରତର ସ୍ପୋର୍ଟସ କ୍ୟାପିଟାଲ୍ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହେଉଛି ପୁରୁଷ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ । ଏହି ହକି ପ୍ରତିଯୋଗିତାରେ ୮ଟି ରାଷ୍ଟ୍ର ଅଂଶ ଗ୍ରହଣ କରୁଥିଲେ ମଧ୍ୟ ଭାରତ ଟୁର୍ଣ୍ଣାମେଣ୍ଟର ଫେବରିଟ୍ ଟିମ୍ । ଏହି ଟୁର୍ଣ୍ଣାମେଣ୍ଟର ଦୁଇଟି…

ଆତ୍ମଶିକାର

ଆତ୍ମଶିକାର କିଶୋର ପାଣିଗ୍ରାହୀ ଏତେ କୋଳାହଳ ଭିତରେ ଆଉ କୋଉ ଶବ୍ଦଙ୍କର ବାକିରହିଗଲା ଆବାହନ, ଆଗମନ, ପୁନରାଗମନ ଆଚମନ, ପୁନରାଚମନ? ଚତୁର୍ଦିଗରେ ଏତେ ଶବ୍ଦରେ କଣ ଯଥେଷ୍ଟ ହୋଇଲାନାଇଁ ପ୍ରଦୂଷଣ, ନା ପୁଷ୍ଟ ହୋଇପାରିଲା ନାଇଁ କବିତା-କର୍ଷଣ? ଲୋଡ଼ା ନାହିଁ ଆଉ ଏତେ ଶବ୍ଦର…