Latest Odisha News

BREAKING NEWS

Yearly Archives

2019

ବଲାଙ୍ଗୀରରୁ ଉଦ୍ଧାର ହେଲେ ୩୨ ଦାଦନ ଶ୍ରମିକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ତୁରେକେଲା ରେଳଷ୍ଟେସନରୁ ସ୍ଥାନୀୟ ପୋଲିସ ପକ୍ଷରୁ ପ୍ରାୟ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକ ମାନଙ୍କ ଘର ସ୍ଥାନୀୟ ବେଳପଡା ବ୍ଲକ୍ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ ମଧ୍ୟରେ ୧୪ ଜଣ ଛୋଟ ପିଲା ରହିଥିବା ନେଇ…

୬୯ ବର୍ଷରେ ପଦାର୍ପଣ କଲେ ସୁପରଷ୍ଟାର୍ ରଜନୀକାନ୍ତ

ଭୁବନେଶ୍ୱର : ତାମିଲ  ସୁପରଷ୍ଟାର୍ ରଜନୀକାନ୍ତ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଯିଏକି ଦକ୍ଷିଣ ଭାରତୀୟ ଦର୍ଶକଙ୍କ ଗହଣରେ ଭଗବାନ ରୂପେ ସ୍ଥାନ ପାଇଛନ୍ତି । ଏହି ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି- ଏକ ସାଧାରଣ ପରିବାରରେ ଜନ୍ମିତ ରଜନୀ କିଭଳି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୧୨-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୨ ରିଖ ଗୁରୁବାର ବିଛା ୨୬ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଭୁକ୍ତ ପ୍ରତିପଦା ତିଥି ରୋହିଣୀ ନକ୍ଷତ୍ର…

ମୋବାଇଲ୍ ପରାମର୍ଶରେ ପ୍ରଚୁର ଦୁଗ୍ଧ ଉତ୍ପାଦନ କଲେ ଓଡିଶାର ଏହି ଗୋପାଳନ ଚାଷୀ, ଜାଣନ୍ତୁ

ଗଞ୍ଜାମ: ବର୍ତ୍ତମାନ ସମୟରେ ସବୁକିଛି ଡିଜିଟାଲ୍ ତଥା ହାଇଟେକ୍ ହେଉଥିବା ବେଳେ ସେଥିରେ ଚାଷବାସ ମଧ୍ୟ ସାମିଲ ହୋଇଗଲାଣି । ଏବେ କୃଷକ ତଥା ଚାଷୀମାନେ ମଧ୍ୟ ଇଣ୍ଟରନେଟ୍ ଏବଂ ମୋବାଇଲର ବ୍ୟବହାର କରି ଶିକ୍ଷିତ ହେବାସହ ବିଭିନ୍ନ ପରାମର୍ଶକୁ ଚାଷବାସ କାର୍ଯ୍ୟରେ ଉପଯୋଗ କରି ଅଧିକ ରୋଜଗାର ମଧ୍ୟ…

ଆସନ୍ତା ବର୍ଷଠାରୁ ୩୬ଟି ନୂଆ ଆଦର୍ଶ ମଡେ଼ଲ୍ ସ୍କୁଲ ଖୋଲାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଶିକ୍ଷାବର୍ଷଠାରୁ ରାଜ୍ୟରେ ୩୬ଟି ନୂଆ ଆଦର୍ଶ ମଡେ଼ଲ୍ ବିଦ୍ୟାଳୟ ଖୋଲାଯିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଘୋଷଣା କରିଛନ୍ତି । Hon'ble CM addressed the Orientation Programme for Principals…

୬୭ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ଜିତିଲା ଟି-୨୦ ଶୃଙ୍ଖଳା

ମୁମ୍ବାଇ: ୱାଙ୍ଖେଡେ଼ ଷ୍ଟାଡ଼ିୟମଠାରେ ଅନୁÂିତ ହୋଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୬୭ ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି । ଭାରତ ଏହି ବିଜୟ ସହିତ ଶୃଙ୍ଖଳାକୁ ୨-୧ରେ ହାତେଇବାରେ ସକ୍ଷମ ହୋଇଛି । India win by 67 runs! Kieron Pollard's…

‘ଫେଡକୋର ସହଯୋଗୀ ମହିଳା ଏସଏଚଜି’ ମିଶନ ଶକ୍ତି ପକ୍ଷରୁ ସମ୍ମାନିତ

ଭୁବନେଶ୍ୱର: ଫିଡବ୍ୟାକ ଏନର୍ଜି ଡିଷ୍ଟ୍ରିବ୍ୟୁସନ କଂପାନି (ଫେଡକୋ)ର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ନୟାଗଡ଼ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ସଫଳ ରାଜସ୍ୱ ପରିଚାଳନା କାର୍ଯ୍ୟ ପାଇଁ ଓଡ଼ିଶା ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ମିଶନ ଶକ୍ତି ପକ୍ଷରୁ…

ଧାନ ସଂଗ୍ରହର ବକେୟା ସବସିଡି ତୁରନ୍ତ ପ୍ରଦାନ ନିମନ୍ତେ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପତ୍ର

ଭୁବନେଶ୍ୱର: ରାଜ୍ୟକୁ ଧାନ ସଂଗ୍ରହ ବାବଦରେ ବକେୟା ସବସିଡି ଅର୍ଥ ତୁରନ୍ତ ପ୍ରଦାନ ନିମନ୍ତେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ନୂଆଦିଲ୍ଲୀ…

ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯ ବୁଧବାର ଦିନ ରାଜ୍ୟସଭାରେ ଗୃହୀତ ହୋଇଛି । ଏହା ସପକ୍ଷରେ ୧୨୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ ମିଳିଛି । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହୋଇଯିବ। ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ…

ରୋହିତ-ରାହୁଲ୍ ଓ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ; ୱେଷ୍ଟଇଣ୍ଡିଜକୁ ୨୪୧ ରନର ବିରାଟ ଟାର୍ଗେଟ୍ !

ମୁମ୍ବାଇ: ମୁମ୍ବାଇର ୱାଂଙ୍ଖେଡ଼େ ଷ୍ଟାଡ଼ିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଅନୁଷ୍ଠିତ ହେଉଥିବା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଛି । ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ସାଙ୍ଗକୁ କପ୍ତାନ…