Latest Odisha News

BREAKING NEWS

Yearly Archives

2019

ନୀଳ ଜହ୍ନ ଓ ଲାଲ୍ କଇଁ

ନୀଳ ଜହ୍ନ ଓ ଲାଲ୍ କଇଁ ଗାୟତ୍ରୀ ଦାସ ଡୁବି ଗାଡ଼ିଆରେ ଲାଲ୍ କଇଁ ନୁଖୁରା ମନରେ ସତର ଭାଙ୍ଗ ଦେଇ ସଜାଡି ରଖିଥାଏ ପ୍ରେମ ରାତିର ନିର୍ମେଘ ଆକାଶକୁ ଚାହିଁ ଖୋଜୁଥାଏ ଗ୍ରହ, ତାରା ଅବା ନୀଳ ଜହ୍ନର ଠିକଣା ଜହ୍ନ, ଗୋଟେ ଛଦ୍ମବେଶୀ ମନ କୂଳରେ ଦେହଟାକୁ ଥୋଇ ଖପ୍ କରି ଡେଇଁ ପଡେ…

ରାଜଧାନୀରୁ ଜବତ ହେଲା ୨୦୦ ଗ୍ରାମ ବ୍ରାଉନ ସୁଗାର, ଜଣେ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ୨୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ହଳଦିଆ ପଡିଆ ଅଞ୍ଚଳରେ ବୁଧବାର ଦିନ ଚଢାଉ ବେଳେ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଗିରଫ…

ପସନ୍ଦ

ପସନ୍ଦ ସତ୍ୟନାରାୟଣ ଗନ୍ତାୟତ ମୁଁ ଭୋଟ୍ ଦିଏ ମୋ ପସନ୍ଦରେ! ଠିକ୍ ଯେମିତି ନେତାଏ ବର୍ଷ ବର୍ଷ ଧରି ମୋ ପସନ୍ଦକୁ ଲାତ ମାରି ଚାଲନ୍ତି ସେମାନଙ୍କ ପସନ୍ଦରେ! ............................ ସୁହାସିତମ୍, କସ୍ତୁରୀ ନଗର ରାୟଗଡା : ୭୬୫୦୦୧ ମୋବାଇଲ : ୯୪୩୭୯୦୯୬୭୫…

ଦେଓଗଡରେ ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

ଦେଓଗଡ : ଦେଓଗଡ ଜିଲ୍ଲା ପ୍ରଭାସୁନି ନିକଟରେ ବୁଧବାର ଦିନ ଏକ ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହ ୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ନାମ ରଞ୍ଜିତ ପ୍ରଧାନ ବୋଲି ଜଣାପଡିଥିବାବେଳେ ଆହତମାନଙ୍କ ମଧ୍ୟରେ ଟିଟନ୍ ଗଡନାୟକ ଓ ହେଲପର ରିପନ୍…

ଭୁବନେଶ୍ୱରରେ ମୋଦୀଙ୍କ ରୋଡ ଶୋ’ର କିଛି ଝଲକ…

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ନଜରରରେ ରଖି ରାଜନୈତିକ ଦଳମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ରୋଡ ଶୋ’ ଆରମ୍ଭ କରିଛନ୍ତି ।

ଚୋରା ବନ୍ଧୁକ ଚାଲାଣ କାରବାର: ରାଜଧାନୀରେ ୩ଟି ପିସ୍ତଲ ସହ ଜଣେ ଗିରଫ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ବୁଧବାର ଦିନ ଚୋରା ବନ୍ଧୁକ ଚାଲାଣ କାରବାରରେ ସମ୍ପୃକ୍ତି ନେଇ ଜଣଙ୍କୁ ଗିରଫ କରିବା ସହ ୩ଟି ଦେଶୀ ବନ୍ଧୁକ ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ବେଆଇନ୍ ବନ୍ଧୁକ ନିର୍ମାଣ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ପୋଲିସ ଉକ୍ତ ସ୍ଥାନରେ ଚଢାଉ…

ଭୁବନେଶ୍ୱର ଏୟାରପୋର୍ଟ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ !

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ଯାତ୍ରୀ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଜବରଦସ୍ତ ଟିକସ ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୁପୁସସ୍ୱାମୀ ନାଗରାଜନ ନାମକ ଜଣେ ଯାତ୍ରୀ ଏଭଳି ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଯାତ୍ରୀ…

ତରୁଣ ପିଢ଼ି ଆଜିର ସାମାଜିକ ବାସ୍ତବତା ପ୍ରତି ଆକୃଷ୍ଟ ନୁହନ୍ତି : ଶାନ୍ତନୁ କୁମାର ଆଚାର୍ଯ୍ୟ

ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ମୂର୍ଦ୍ଧନ୍ୟ କଥାକାର । ପନ୍ଦରଟି ଉପନ୍ୟାସ, କୋଡିଏଟି ଗଳ୍ପ ସଂକଳନ ସହିତ ତାଙ୍କର ରହଚି ଆତ୍ମଜୀବନୀ, ଭ୍ରମଣ କାହାଣୀ ଏବଂ ଅନ୍ୟୂନ ଦଶଟି ଶିଶୁସାହିତ୍ୟ ପୁସ୍ତକ । ଏହା ବ୍ୟତୀତ “କରଂଜିଆ ଡାଏରି “ ପରି ବହୁ ମୂଲ୍ୟବାନ ଫିଚର ଲେଖା…

ଭାରତରେ ‘ଟିକଟକ୍’ ଆପ୍ ବନ୍ଦ କଲା ଗୁଗୁଲ୍

ନୂଆଦିଲ୍ଲୀ : ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶାନୁସାରେ ଭାରତରେ ଚୀନ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଇନଲୋଡ କରିପାରିବେ ନାହିଁ । ଚୀନର ‘ବାଇଟେଣ୍ଡାନସ୍ ଟେକନୋଲଜି’ର…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶି ଫଳ ତା୧୭-୦୪-୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୭ ତାରିଖ ବୁଧବାର ମେଷ ୪ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର କର୍କଟ…