ରାଉରକେଲା: କୂଅ ମଧ୍ୟରୁ ମହିଳାଙ୍କ ସମେତ ୪ ପିଲାଙ୍କ ମୃତଦେହ ଉଦ୍ଧାର
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଶନିବାର ଦିନ ନିକଟସ୍ଥ ଏକ ଘରର କୂଅ ଭିତରେ ଜଣେ ମହିଳାଙ୍କ ସହିତ ତାଙ୍କର ୪ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନାନୁଯାୟୀ ଆଜି ସକାଳୁ ମହିଳାଙ୍କ ସ୍ୱାମୀ ଘରେ ପହଞ୍ଚି ଘର ଭିତରେ ରକ୍ତ…