କେନ୍ଦ୍ରାପଡ଼ାରୁ ହଟିଲା କର୍ଫ୍ୟୁ, ଜୀବନଯାତ୍ରା ସ୍ୱାଭାବିକ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ବଳବତ୍ତର ରହିଥିବା କର୍ଫ୍ୟୁକୁ ସକାଳ ୬ଟା ଠାରୁ ଉଠାଇଦେଇଛନ୍ତି । ଏହାଫଳରେ ସହରରେ ଜୀବନଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରିଥିବା ବେଳେ ସହରରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ତେବେ କେତେକ ସମ୍ବେଦନଶୀଳ…