ଫେବୃଆରୀ ୪ରୁ ଓଡିଶା ବିଧାନସଭା ଅଧିବେଶନ ଆରମ୍ଭ
ଭୁବନେଶ୍ୱର : ଓଡିଶା ବିଧାନସଭା ଅଧିବେଶନ ଆସନ୍ତା ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ଏନେଇ ଏକ ପ୍ରସ୍ତାବ ଓଡିଶା ବିଧାନସଭା ସଚିବଙ୍କ ଦ୍ୱାରା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ୱିକୃତି ପାଇଁ ପଠାଯାଇଛି ।
ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ବିଧାନସଭା ଅଧିବେଶନ…