ଆଠଗଡ଼: ଅସୁସ୍ଥ ହାତୀର ଚିକିତ୍ସା କଲେ ଓୟୁଏଟି ଓ ନନ୍ଦନକାନନ ବିଶେଷଜ୍ଞ ଦଳ
ଆଠଗଡ଼ : ଆଠଗଡ଼ ଡିଭିଜନ୍ ନରସିଂହପୁର ରେଞ୍ଜ୍ ଅନ୍ତର୍ଗତ ବାଲିକିଆରି ସଂରକ୍ଷିତ ଜଙ୍ଗଲ ପରିସରରେ ଅସୁସ୍ଥ ଜଙ୍ଗଲୀ ହାତୀର ଚିକିତ୍ସା କରାଯାଉଥିବା ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।
ଏହି ଅସୁସ୍ଥ ହାତୀଟି ଠିକ୍ ଭାବେ ଚାଲି କିମ୍ବା ଖାଇ ପାରୁନଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ସମେତ…